ଗୁପଚୁପ
ଗଣେଶ ପୂଜା ଆଉ ଦୁଇ ଦିନ ବାକି ଅଛି । ରାସ୍ତାରେ ନାହିଁନଥିବା ଗହଳି । ସମସ୍ତେ ପୂଜା ଲାଗି କିଣାକିଣିରେ ବ୍ୟସ୍ତ । ଚାରିଆଡ଼େ ଗୋଟେ ଖୁସିର ବାତାବରଣ । ଦଳ ଦଳ ହେଇ ପୁଅ ଝିଅ ସବୁ ଦୁଇ ଚକିଆ ଗାଡି ପେଁ ପାଁ କରି ରାସ୍ତାରେ ଛୁଟିଛନ୍ତି, କାହାରିକୁ ତାଙ୍କର ଖାତିର ନାହିଁ । ସନ୍ଧ୍ୟା ସମୟ ହେଲାଣି । ରାସ୍ତା ପାର ହେଇ ଘରକୁ ଯିବ ବୋଲି ଶୋଭା ଠିଆ ହେଇଚି ଯେ ହେଇଚି । ଡର ମାଡ଼ୁଚି ତାକୁ ଆଜିକାଲିକା…

