
ହଡ଼ା ବଳଦ ଆଉ ବାରମାସିଆ ଉପାଖ୍ୟାନ
ପିଲା ଦିନେ ମୋ ଭଳି ଯେଉଁମାନେ ଓଡ଼ିଶାର ସରକାରୀ ବିଦ୍ୟାଳୟ ମାନଙ୍କରେ ପଢିଥିବେ; ସେମାନେ “ହଡ଼ା ବଳଦର ଆତ୍ମ କାହାଣୀ” ଉପରେ ରଚନାଟିଏ ନିଶ୍ଚୟ ଲେଖିଥିବେ । ହଡ଼ା ବଳଦ ତ ହଡ଼ା ବଳଦ ! ସେ ବିଷୟରେ ଏତେ କଥା ଚିନ୍ତା କରୁଛି କିଏ ! ତା’ ବିଷୟରେ ବୁଝିବାକୁ ସେତେବେଳେ ଜ୍ଞାନର ପକ୍ୱତା କାହିଁ ! ତେଣୁ ରଚନା ବହିରେ ଯାହା ଥାଏ ତାକୁ କେମିତି ମନେରଖି ପରୀକ୍ଷା ଖାତାରେ ଲେଖାଯିବ ସେଇଟା ହିଁ…