
ଭୁଲି ପାରୁନାହିଁ
ଭଲ ଭଲ କହି ଭଲ ପାଇଗଲି ଭୁଲି ପାରୁନାହିଁ ମୁଁହିଁ, ଆଖିଯାଏ ଥକି ମନ ଯାଏ ଶୁଖି ତୁମ ବାଟ ଚାହିଁ ଚାହିଁ ।।୧।। ତୁମ ସାଥେ ଥିବା ପ୍ରତିଟି ମୁହୂର୍ତ୍ତ ଭୁଲିପାରୁନାହିଁ ମୁହିଁ, ନିରୋଳାରେ ଥିଲେ ତୁମେ ମନେପଡ଼ ଭେଟିବାକୁ ଚାହେଁ ମୁଁହିଁ ।।୨।। ତୁମେ ଯିବାପରେ ଅଝଡ଼ା ସ୍ମୃତିକୁ ସାଉଁଟି ବସିଛି ମୁହିଁ, ଜୀବନର ମାନେ ତୁମଠୁ ଆରମ୍ଭ ତୁମେ ସାଥେ ଯାଏ ବହି ।।୩।। ଭୁଲିବାକୁ ଚାହିଁ ଭୁଲି ପାରୁନାହିଁ ଭାବନାରେ ଯାଅ…