Uttaradayi-ଉତ୍ତରଦାୟୀ

ଉତ୍ତରଦାୟୀ

ତୁମେ ତ ଦେଖିଛ ଚକ୍ଷୁରେ ତାହାର ମଳିନ କଜ୍ଜ୍ୱଳ ଭାଷା ମୁଁ ପାଇଛି ତା’ର ନୟନ ଯୁଗଳେ ଅଥଳ ସ୍ୱପ୍ନର ଆଶା । ତୁମେ ବୁଝିଅଛ ତାକୁ ଶିଥିଳ ତନୁର ମିନା ମୁଁ ପାଇଛି ତାକୁ ଜ୍ୱଳନ୍ତ ଚନ୍ଦ୍ରମା, ଅପ୍ରତ୍ୟକ୍ଷ ସୂର୍ଯ୍ୟ ସମା । ତୁମ ଦୃଷ୍ଟିରେ ସେ ଭାବମୟୀ ଚପଳା ଉର୍ବଶୀ ସପ୍ତରଙ୍ଗେ ତରଙ୍ଗିଣୀ, ମୁଁ ଦେଖିଛି ତାକୁ ଧୈର୍ଯ୍ୟଧାରିଣୀ ଅବା କେବେ ପୁଣି ଦଶାନନ ସଂହାରିଣୀ । ତୁମେ ଦେଖିଲ ଅଜ୍ଞାନ ଅନ୍ଧାରର ଲିଭି ଆସୁଥିବା ବତୀ ସେଥିଲାଗି…

ଅଧିକ ପଢ଼ନ୍ତୁ
ଚାଲ୍ ଯିବା ଜହ୍ନକୁ

ଚାଲ୍ ଯିବା ଜହ୍ନକୁ

ଜହ୍ନରେ ନାଁ ଲେଖିବାକୁ ହେଲେ ଦମ୍ଭର ପାହାଚ ଧୈର୍ଯ୍ୟର ପାହାଡ ଚଢ଼ି ବିବେକାଶ ମାର୍ଗରେ ବାନ୍ଧିବାକୁ ପଡ଼େ ଭରସାର ସେତୁବନ୍ଧଟେ । ଏମିତି ସେମିତି କଥା ନୁହେଁ ଜହ୍ନକୁ ପହଞ୍ଚି ପାରେ ସିଏ ଯିଏ ଆବୋରି ପାରେ ସ୍ୱତଃସ୍ଫୁର୍ତ୍ତ ଭାବୋଛ୍ୱାସମାନଙ୍କୁ ଚୁମ୍ବକୀୟ ପୁଲକରେ… ଖାତିର କରେନା ଛୋଟ ଛୋଟ ଝଡ଼ ଗୁଳି ବୋମା ମାଡ଼ ସିଗାରେଟ୍ ଧୁଆଁ ପରି ଗୋଟିଏ ଫୁଙ୍କରେ ଉଡ଼େଇ ପାରେ ଖୁଚୁରା ଯନ୍ତ୍ରଣାମାନଙ୍କୁ । ଏଠି ଦଳି ହେବୁ ଯାହା ମାୟାର ଉଖାଳେ ଲାଭ ନାହିଁ…

ଅଧିକ ପଢ଼ନ୍ତୁ
Parichaya

ପରିଚୟ

ଦିନ କେଇଟାରେ ବଦଳିଗଲ ତୁମେ ବଦଳିଗଲା ତୁମ ପରିଚୟ ସ୍ୱପ୍ନ ନାୟକରୁ ସାଜିଗଲ କାହା ମଥାର ସିନ୍ଦୂର ନୂଆ ମଣିଷକୁ ଆପଣାର କରି ଚାଲିଗଲ ଦୂର… ବହୁ ଦୂର ତୁମର ଏବେ ନୂଆ ଏକ ଘର ପୁଣି ନୂଆ ନୂଆ ସଂସାର ଖୁସିରେ ଉଚ୍ଛୁଳି ଥିବ ତୁମ ଛୋଟ ପରିବାର ହାତରନ୍ଧାରେ ମୋହୁଥିବ ମନ ତୁମର ପଖାଳ କଂସାର ଆଢ଼ୁଆଳେ ବସି ଦଉଥିବ ମୁରୁକି ସେ ହସି ଚାହାର ଉଷୁମ ସ୍ପର୍ଶରେ ମିଠାସ୍ ବି ଯାଉଥିବ ମିଶି…

ଅଧିକ ପଢ଼ନ୍ତୁ
ବିଶ୍ୱାସ, ଈଶ୍ୱର ଓ ମଣିଷ

ବିଶ୍ୱାସ, ଈଶ୍ୱର ଓ ମଣିଷ

ବିଶ୍ୱାସ ଆଜି ନିରୁଦ୍ଧିଷ୍ଟ ଈଶ୍ୱର ଆଜି ଅସହାୟ ଈଶ୍ୱର ଏବଂ ମଣିଷ ମଧ୍ୟରେ ତିଆରି ହୋଇଥିବା ସମ୍ପର୍କ ହିଁ ତ “ବିଶ୍ୱାସ” ହେଲେ ଆଜି ନିରୁଦ୍ଧିଷ୍ଟ ମଣିଷ ମଣିଷ ମଧ୍ୟରେ ବିଶ୍ୱାସ ଆଜି ଅଚିହ୍ନା ଇଏ ପରିବେଶର କେଉଁ ପରିବର୍ତ୍ତନ ଅନୁଧ୍ୟାନ କରିବା ସତରେ ମୁସ୍କିଲ୍ ବିଶ୍ୱାସ କାହା ସହିତ ସମ୍ପର୍କ ଗଢ଼ି ଦିଏ’ତ ବେଳେ ବେଳେ କାହା ସହିତ ସମ୍ପର୍କ ବିଛିନ୍ନ କରି ନିଜେ ନିଜର ଜୀବନ ନେଇଯାଏ ପ୍ରତ୍ୟେକ ଜୀବନ ମଧ୍ୟରେ ବିଶ୍ୱାସ ଜନ୍ମାଇବା…

ଅଧିକ ପଢ଼ନ୍ତୁ
Nari nuhe tu narayani - ନାରୀ ନୁହେଁ ସେ ନାରାୟଣୀ

ନାରୀ ନୁହେଁ ସେ ନାରାୟଣୀ

ନାରୀ ନୁହେଁ ସେ ନାରାୟଣୀ ଉକ୍ତିଟିର ଅଛି ଆମ ସମାଜେ ଚଳଣି । ବାସ୍ତବିକେ ନାରୀ ଲାଞ୍ଛିତ, ଦୁଃଖିନୀ ଭୁଲିଗଲୁ ଆମେ ସେ ଜାୟା, ଭଗିନୀ, ଜନନୀ । ନରରାକ୍ଷସର କବଳେ କବଳିତା ଆଜି ନାନା ଦୁଃଖେ, କଷ୍ଟେ ପଡ଼ୁଛି ସେ ଭାଜି । କେତେ ଯେ ମହିୟସୀ ନିର୍ଭୟାରୁ ଦିଶା ଏମାନଙ୍କୁ ମାରି ମେଣ୍ଟାଅ କାମନା ପିପାସା । ସେ ଅବଳା ସଂଗ୍ରାମ କରୁଛି, ଲଢ଼େଇ ଲଢ଼ୁଛି ପରିଶେଷେ ନିର୍ଭୟା ଭଳି ଜୀବନ ହାରୁଛି । ଯେଉଁ ରାକ୍ଷସ କରେ ନାରୀ ବଳାତ୍କାର…

ଅଧିକ ପଢ଼ନ୍ତୁ