Abujha Mana by Soumyashree Tripathy

ଅବୁଝା ମନ

ଅମାନିଆ ଲୁହ ମୋର ବୋହି ଯାଉଛି ତୁମ ଅପେକ୍ଷାରେ… କ’ଣ କହି ବୁଝେଇବି ତାକୁ ଥରେ କହିଦିଅ ତୁମେ ମୋତେ । ମରୁଭୂମିର ଆକୁଳ ତୃଷ୍ଣା ଝୁରିଥାଏ ଯେପରି ଶ୍ରାବଣକୁ, ସେହିପରି ମୋ ମନ ଝୁରୁଛି ତମର ସେ ମଧୁଝରା ହସକୁ । ନିଜକୁ ଲାଗୁଛି ଆଜି ମୁଁ କାହିଁ ନିଜେ ଅଜଣା, ଭୁଲିଯାଇଛି ବୋଧେ ମୁଁ ନିଜକୁ ପାଇବାକୁ ତୁମ ପ୍ରେମର ପାଉଣା । ସମସ୍ତେ କୁହନ୍ତି ତୁମେ ଯେ କଳଙ୍କର ଚିହ୍ନ କିନ୍ତୁ ତୁମେ…

ଅଧିକ ପଢ଼ନ୍ତୁ
Swarthapara Dunia - ସ୍ୱାର୍ଥପର ଦୁନିଆ

ସ୍ୱାର୍ଥପର ଦୁନିଆ

କାହିଁ କେତେଦୂର ଚାଲି ଆସିଗଲି ମୋ ପରିଚୟ ଖୋଜି ଖୋଜି କିନ୍ତୁ ପାଇଲିନି ପରିଚୟ ସିନା ପାଇଲି ମୁଁ ଅନୁଭୂତି ॥ ଚାଲୁ ଚାଲୁ ମୁଁ ଚିହ୍ନିଗଲି ଏଇ ସ୍ୱାର୍ଥପର ଦୁନିଆକୁ କେଜାଣି କାହିଁକି ଲାଗୁଛି ହେ ମତେ କାହିଁ ଜନ୍ମିଲି ଏଠି ତୁଚ୍ଛାକୁ ॥ ସ୍ୱାର୍ଥ ପାଇଁ କେବେ ପ୍ରେମ ବନ୍ଧା ପଡ଼େ ତ ପ୍ରେମ ପାଇଁ କେବେ ପରିବାର ଯଉଠି ଦେଖିଲେ ସ୍ୱାର୍ଥ ହିଁ ସ୍ୱାର୍ଥ ହାଏରେ ମୋହମାୟା ପୂର୍ଣ୍ଣ ସଂସାର !! ଏଠି…

ଅଧିକ ପଢ଼ନ୍ତୁ
ସ୍ୱପ୍ନର ଦୁନିଆ - Swapnara Dunia

ସ୍ୱପ୍ନର ଦୁନିଆ

ସ୍ୱପ୍ନର ଦୁନିଆ ମୋର ଅଟେ ଯେ ନିଆରା ଫୁଲ ପରି କୋମଳ ସେ, ସୁଖର ଆସରା ଶେଯରେ ବିଛାଏ ସ୍ୱପ୍ନ କେତେ କେତେ ମୁଁ ଯେ ସୁଖର ଆସରାରେ କେବେ କେବେ ହଜେ ॥ ସ୍ୱପ୍ନ ଆଣେ ନୂଆ ସକାଳର ବାସ୍ତବତା ପୁଣି କେବେ ଆଣେ ଜୀବନରେ ନୀରବତା ଉଙ୍କିମାରେ ପ୍ରଶ୍ନ କିଛି ଏ ମନର ଭିତରେ ଘୁରି ବୁଲେ ଅଧାଭଙ୍ଗା ସ୍ୱପ୍ନ ସାକାରରେ ॥ ସ୍ୱପ୍ନ ଆଗମନରେ କେବେ ନଥାଏ ଦିନ ରାତି ସେହି ସ୍ୱପ୍ନ…

ଅଧିକ ପଢ଼ନ୍ତୁ
Se Kana Bujhe - ସେ କ'ଣ ବୁଝେ

ସେ କ’ଣ ବୁଝେ

ସେ କ’ଣ ବୁଝେ ଯେ ସେ ଚାଲିଗଲା ବୋଲି ତା’ଶିକୁଳିରେ ବନ୍ଧା ମୋ ଇଚ୍ଛାପତ୍ର ମାନେ ସେଇଠି ହିଁ ବନ୍ଧା, ଯେଉଁଠି ସେ କହିଥିଲା ଟିକେରୁହ ମୁଁ ଏଇ ଆସୁଛି । ସେ କ’ଣ ବୁଝେ ଯେ ସେ ଚାଲିଗଲା ବୋଲି ମୋ ଭିତରେ ଆଜି ଫୁତ୍କାରିତ ଗୋଟେ ବିରହବନ୍ୟା । ମୋ ଆଖି ହଳକ ଆଉ କି ଦେଖିପାରୁଛନ୍ତି ଘନ ଅନ୍ଧାରରେ ପୂର୍ଣ୍ଣିମାର ଜହ୍ନକୁ, ନା କାନ ଯୋଡ଼ା ଶୁଣିପାରୁଛନ୍ତି ବସନ୍ତର ଝାଞ୍ଜି ପବନରେ କୋଇଲିର…

ଅଧିକ ପଢ଼ନ୍ତୁ
Surya au agapari nahi - ସୂର୍ଯ୍ୟ ଆଉ ଆଗପରି ନାହିଁ

ସୂର୍ଯ୍ୟ ଆଉ ଆଗପରି ନାହିଁ

ସୂର୍ଯ୍ୟ ଆଉ ଆଗପରି ନାହିଁ ବହୁତ ବଦଳି ଯାଇଛି, ଜଣା ନାହିଁ, ଆଜି କାଲି କ’ଣ ହୋଇଛି ତା’ର କାହିଁକି ସେ ରାଗରେ ଗରଗର ସବୁବେଳେ କ୍ରୋଦ୍ଧରେ ଜଳୁଛି ! ପ୍ରଭାତରେ ବାଳ ଅରୁଣର ସୌମ୍ୟ ସୁଶୋଭିତ କମନୀୟ କାନ୍ତି ତ ଦିଶୁଛି କିନ୍ତୁ ଛଳନାରେ ଭ୍ରମିତ ହୁଅନି ସାପ ଛୋଟ ହେଲେ ବିଷ ଟାଣ ଅଛି, ଏବେ କାହିଁକି କେଜାଣି ସବୁବେଳେ ସୂର୍ଯ୍ୟ ଖାଲି କ୍ରୋଦ୍ଧରେ ଜଳୁଛି । ସୂର୍ଯ୍ୟ ଏବେ ପ୍ରତି ପ୍ରଭାତରେ କୁନି…

ଅଧିକ ପଢ଼ନ୍ତୁ