୪୫ଶ ସଂସ୍କରଣ
୨୦୨୨ ମସିହାର ଶେଷ ମାଣବସା ଗୁରୁବାର ଦିନ ଶୁଭପଲ୍ଲବର ୪୫ଶ ସଂସ୍କରଣ ପ୍ରକାଶ ପାଇଥିଲା । ୪୮ ପୃଷ୍ଠା ବିଶିଷ୍ଟ ଏହି ପତ୍ରିକାଟିରେ ୧୮ ଗୋଟି ଆଲେଖ୍ୟ ଥିଲା ।
୨୦୨୨ ମସିହାର ଶେଷ ମାଣବସା ଗୁରୁବାର ଦିନ ଶୁଭପଲ୍ଲବର ୪୫ଶ ସଂସ୍କରଣ ପ୍ରକାଶ ପାଇଥିଲା । ୪୮ ପୃଷ୍ଠା ବିଶିଷ୍ଟ ଏହି ପତ୍ରିକାଟିରେ ୧୮ ଗୋଟି ଆଲେଖ୍ୟ ଥିଲା ।
୨୦୨୨ ମସିହାର ପଞ୍ଚକ ପୂର୍ଣ୍ଣିମା ଦିନ ଶୁଭପଲ୍ଲବର ୪୪ଶ ସଂସ୍କରଣ ପ୍ରକାଶ ପାଇଥିଲା । ୪୪ ପୃଷ୍ଠା ବିଶିଷ୍ଟ ଏହି ପତ୍ରିକାଟିରେ ୧୯ ଗୋଟି ଆଲେଖ ଥିଲା ।
୨୦୨୨ ମସିହାର ଦୁର୍ଗାଷ୍ଟମୀ ଦିନ ଶୁଭପଲ୍ଲବର ୪୩ଶ ସଂସ୍କରଣ ପ୍ରକାଶ ପାଇଥିଲା । ୨୮ ପୃଷ୍ଠା ବିଶିଷ୍ଟ ଏହି ପତ୍ରିକାଟିରେ ୧୦ ଗୋଟି ଆଲେଖ ଥିଲା ।
୨୦୨୨ ମସିହାର ସେପ୍ଟେମ୍ବର ମାସରେ ପହିଲାରେ ଶୁଭପଲ୍ଲବର ୪୨ଶ ସଂସ୍କରଣ ପ୍ରକାଶ ପାଇଥିଲା । ୩୦ ପୃଷ୍ଠା ବିଶିଷ୍ଟ ଏହି ପତ୍ରିକାଟିରେ ୧୬ ଗୋଟି ଆଲେଖ ଥିଲା ।
୨୦୨୨ ମସିହାର ଅଗଷ୍ଟ ମାସର ସ୍ୱାଧୀନତା ଦିବସରେ ଶୁଭପଲ୍ଲବର ୪୧ଶ ସଂସ୍କରଣ ପ୍ରକାଶ ପାଇଥିଲା । ୨୮ ପୃଷ୍ଠା ବିଶିଷ୍ଟ ଏହି ପତ୍ରିକାଟିରେ ୧୧ ଗୋଟି ଆଲେଖ ଥିଲା ।