odisha-rosei-chaula-khiri

ଚାଉଳ କ୍ଷୀରି

ଓଡ଼ିଆ ସଂସ୍କୃତିରେ ବାର ମାସରେ ତେର ପର୍ବ ପାଳନ କରାଯାଏ । ଆଗକୁ ଆସୁଛି ଗଣେଶ ପୂଜା ଓ ନୂଆଖାଇ; ପର୍ବ ପାଳନର ସୁଯୋଗ ନେଇ ଘରେ ଥାଇ ପ୍ରସ୍ତୁତ କରନ୍ତୁ ଅତି ସହଜରେ ଚାଉଳରେ କ୍ଷୀରି । ବିଗତ ରକ୍ଷା ବନ୍ଧନରେ ମଧ୍ୟ ଆପଣମାନେ ଶୁଭପଲ୍ଲବର ଇ-ପତ୍ରିକାରେ ପ୍ରକାଶିତ ଏହି ଲେଖାକୁ ପଢ଼ି ନିଜ ଭାଇ ହାତରେ ରାକ୍ଷୀ ବାନ୍ଦିବାବେଳେ ମିଠା ସହ ଏହି ସୁଆଦିଆ କ୍ଷୀରି କରି ଭାଇଙ୍କୁ ଖୁଆଇଥିବେ ବୋଲି ଭାବୁଛି ।…

ଅଧିକ ପଢ଼ନ୍ତୁ
raja-poda-pitha

ରଜ ପୋଡ଼ ପିଠା

ପୁରୁଷ ପ୍ରାଧାନ୍ୟ ସମାଜରେ ନାରୀର ନାରୀତ୍ୱକୁ ସମ୍ମାନ ଦେବା ଏକ ସଂସ୍କୃତିର ମହାନତାର ମ।ପଦଣ୍ଡ । ଓଡ଼ିଶାର ଗଣପର୍ବ ରଜ ନାରୀତ୍ୱର ଏକ ଅବର୍ଣ୍ଣନୀୟ ଉତ୍ସବ । ଏହି ପର୍ବରେ ଖୁବ ସଜସଜ୍ଜାରେ ନାରୀ ତା’ର ନାରୀତ୍ୱକୁ ଉପଭୋଗ କରିବାର ସୌଭାଗ୍ୟ ପାଇଥାଏ । ଆମ ସଂସ୍କୃତିରେ ପର୍ବ ସଙ୍ଗେ ତା’ର ପିଠାପଣାର ସମ୍ପର୍କ ନିଆରା । ରଜ ପର୍ବ ପାଳନରେ ପୋଡ଼ ପିଠାର ମଜା ଆଉ କଉ ମିଠାରେ ନାହିଁ । କଥାନୁସାରେ ରଜ ତିନିଦିନ…

ଅଧିକ ପଢ଼ନ୍ତୁ
Mandia-Jau (ମାଣ୍ଡିଆ ଜାଉ) recipe in Odia

ମାଣ୍ଡିଆ ଜାଉ

ଅତ୍ୟଧିକ ଗରମରେ ଶରୀରକୁ ସୁସ୍ଥ ରଖିବା ପାଇଁ ଆଦିମ କାଳରୁ ମଣିଷ ବିଭିନ୍ନ ଖାଦ୍ୟ ଶସ୍ୟର ପ୍ରୟୋଗ କରି ଆସୁଛି । ମାଣ୍ଡିଆ ଏକ ଶସ୍ୟ ଯାହା ଓଡ଼ିଶାରେ ପ୍ରାଚୀନ କାଳରୁ ଅମଳ କରାଯାଏ । ଶରୀରକୁ ଥଣ୍ଡା ରଖିବା ସହିତ ଏହାର ଅନେକ ଔଷଧୀୟ ଗୁଣ ଅଛି । ସେଥିପାଇଁ ଏହାକୁ ଖରାଦିନେ, ପଶ୍ଚିମ ଓଡ଼ିଶାରେ ଜାଉ ତିଆରି କରିକି ଖାଇଥାନ୍ତି । ଆସନ୍ତୁ ଜାଣିବା ଏଠି ଏକ ପଶ୍ଚିମ ଓଡ଼ିଶାର ବହୁତ ପୁରୁଣା ମାଣ୍ଡିଆ…

ଅଧିକ ପଢ଼ନ୍ତୁ
Mitha Amba Achara

ମିଠା ଆମ୍ବ ଆଚାର

ଗ୍ରୀଷ୍ମ ଋତୁ ଆମର ଭାରି ପ୍ରିୟ ମୁଖ୍ୟତଃ ଦୁଇଟି କାରଣରୁ; ପ୍ରଥମଟି ଖରା ଛୁଟି ଆଉ ଦ୍ୱିତୀୟଟି ଏହି ଋତୁର ସୁଆଦିଆ ଫଳ । ଆମ୍ବ ଫଳମାନଙ୍କର ରାଜା । ଏହି ଫଳର ସ୍ୱାଦ ବର୍ଷ ସାରା ପାଇବାପାଇଁ ସବୁ ଘରେ ବିଭିନ୍ନ ପ୍ରକାରର ଆଚାର ତିଆରି ହୋଇଥାଏ । ଏଇଠି ଏକ ସ୍ୱାଦିଷ୍ଟ ମିଠା ଆଚାରର ପ୍ରସ୍ତୁତି ପ୍ରଣାଳୀ ବିଷୟରେ ଜାଣିବା ଆସନ୍ତୁ, ଯାହାକି ବିନା ତେଲରେ ତିଆରି କରାଯାଏ । ଏଥିରେ ଆମେ ଗୁଡ଼…

ଅଧିକ ପଢ଼ନ୍ତୁ
Kancha-Amba-Khata

କଞ୍ଚାଆମ୍ବ ଖଟା

ଆମ୍ବ ପ୍ରାୟ ସଭିଙ୍କର ପ୍ରିୟ ହୋଇଥାଏ । ଏବେ ତ ଆମ୍ଭର ଋତୁ ଆରମ୍ଭ ହେଇଗଲାଣି ଆଉ ବଜାରରେ ମଧ୍ୟ ପାଚିଲା ଆମ୍ବର ଦୋକାନ ସହ ବିଭିନ୍ନ ପ୍ରକାରର ଆମ୍ବରସ ବିକ୍ରି ଆରମ୍ଭ ହୋଇଗଲାଣି । ଆମ୍ବ କଷିହେବାଠାରୁ ଲୋକେ ଏହାକୁ ଭିନ୍ନ ଭିନ୍ନ ପ୍ରକାରେ ଖାଇବା ଆରମ୍ଭ କରିଦେଇଥାନ୍ତି । କେହି କେହି କଷି ଆମ୍ବର ରସକୁ ପଖାଳରେ ମିଶେଇ ଖାଆନ୍ତି ତ କେହି ଆମ୍ବକୁ ଭଜା ବଡ଼ି ସହିତ ଛେଚି ଖାଇଥାନ୍ତି । ଆମ୍ବ…

ଅଧିକ ପଢ଼ନ୍ତୁ