ନାଟ୍ୟ ସାହିତ୍ୟର ଅନନ୍ୟ ବିନ୍ଧାଣି- ଗୋପାଳ ଛୋଟରାୟ (Gopal Chhotray)

ନାଟ୍ୟ ସାହିତ୍ୟର ଅନନ୍ୟ ବିନ୍ଧାଣି- ଗୋପାଳ ଛୋଟରାୟ

ଆଧୁନିକ ଓଡ଼ିଆ ନାଟ୍ୟ ସାହିତ୍ୟକୁ ଅନୁପମ ସୃଷ୍ଟିରେ ଶ୍ରୀମନ୍ତ ଓ ରୁଦ୍ଧିମନ୍ତ କରିଥିବା ସ୍ରଷ୍ଟାମାନଙ୍କ ମଧ୍ୟରେ ଗୋପାଳ ଛୋଟରାୟ (Gopal Chhotray) ଥିଲେ ଅନ୍ୟତମ । ସେ ଏକାଧାରରେ ଥିଲେ ଜଣେ ନାଟ୍ୟକାର, ଅଭିନେତା, ଗୀତିନାଟ୍ୟର ରଚୟିତା ତଥା ମାର୍ଗ ନିର୍ଦ୍ଦେଶକ, କଥାକାର, ଜୀବନୀକାର, ଚଳଚ୍ଚିତ୍ରର ସଂଳାପ ଲେଖକ, ଅନୁବାଦକ, ସଂଗଠକ ଓ ମିଷ୍ଟଭାଷୀ ଭାବରେ ସବୁରି ପ୍ରିୟ ଓ ପରିଚିତ । ତାଙ୍କ ଆତ୍ମଜୀବନୀ ‘ପଥିକ’ ପୃଷ୍ଠାରୁ ସେ କେତେ ସରଳ ଓ ନିରହଙ୍କାରୀ ଥିଲେ…

ଅଧିକ ପଢ଼ନ୍ତୁ
bagha-kalikataru-kaptipada

ବାଘା- କଲିକତାରୁ କପ୍ତିପଦା

ଏକ ଶୀତୁଆ ସକାଳରେ ଗାଁ ପାଖ ରେଳ ଷ୍ଟେସନକୁ ଯିବାର ଥିଲା, କଲିକତାରୁ ଆସୁଥିବା ଜଣେ ସମ୍ପର୍କୀୟଙ୍କୁ ପାଛୋଟି ଆଣିବାକୁ। ହେଲେ ଉଠିବା ବେଳକୁ ବିଳମ୍ବ ହୋଇଯାଇଥିଲା। ଯେମିତି ସେମିତି ମୁହଁ ଧୋଇ ଗାଡ଼ି ନେଇ ବାହାରି ପଡ଼ିଲି, ଷ୍ଟେସନ ସାମନାରେ ପହଞ୍ଚି ଶୁଣିଲି ଗାଡ଼ି ଆସିବାରେ ବିଳମ୍ବ ହେବ। ପାଖରେ ଥିବା ଚା’ ଦୋକାନରେ ଗିଲାସେ ଚା’ ମଗାଇ ସକାଳର ଖବରକାଗଜ ଉପରେ ଆଖି ବୁଲାଇଆଣୁଥିଲି, ଜଣେ ଭଦ୍ରବ୍ୟକ୍ତି ଦୌଡ଼ି ଦୌଡ଼ି ଆସି ପଚାରିଲେ ଭାଇ…

ଅଧିକ ପଢ଼ନ୍ତୁ
sourindra-barik

କାବ୍ୟ ସାହିତ୍ୟାକାଶର ଅନନ୍ୟ ବିନ୍ଧାଣି- ସୌରୀନ୍ଦ୍ର ବାରିକ

ଜଣେ ପ୍ରତିଷ୍ଠିତ କବି ଓ ସମାଲୋଚକ ଭାବେ ଓଡ଼ିଆ ସାହିତ୍ୟାକାଶରେ ସୌରୀନ୍ଦ୍ର ବାରିକ ଥିଲେ ବହୁ ପରିଚିତ । ସେ ଥିଲେ ଏକାଧାରରେ କବି, ସମାଲୋଚକ, ଅନୁବାଦକ, ଅଧ୍ୟାପକ, ସରଳ ମିଷ୍ଟଭାଷୀ ସ୍ନେହୀ ମଣିଷ ଓ ନିରାଡ଼ମ୍ବର ସ୍ୱଭାବର । ସରଳତା, ପ୍ରଭାବୀ କଥନ ଭଙ୍ଗୀ ଓ ଜଟିଳ ଘଟଣାର ସହଜ ପ୍ରକାଶ ଏବଂ ଶଦ୍ଧ ବସାଣର ଅନନ୍ୟତା ହେଉଛି ତାଙ୍କ କବିତାର ବିଶେଷତ୍ୱ । ଭଲ ଲେଖକଟିଏ ହେବାକୁ ହେଲେ ଜଣକୁ ପ୍ରଥମେ ଭଲ ମଣିଷଟିଏ…

ଅଧିକ ପଢ଼ନ୍ତୁ