krushnachandra-gajapati

ପୁରୁଷ ସିଂହ: ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ

ସେଦିନ ଜମିଦାରୀର ଅନ୍ୟ ଏକ ଭାଗ ପୁରୀ ଜିଲ୍ଲା ଡେଲାଙ୍ଗରେ ଦିବଙ୍ଗତ ମହାନାୟକ ବିଜୁ ବାବୁଙ୍କ ପିତା ଦିୱାନ ଲକ୍ଷ୍ମୀନରାୟଣ ପଟ୍ଟନାୟକ ସହ ଉପସ୍ଥିତ ହୋଇଗଲେ ମହାରାଜ । କାରଣ, ଜାତିର ପିତାଙ୍କ ଆଗମନ ହୋଇଥାଏ, ଗାନ୍ଧିଜୀ ଉକ୍ତ ଦିନ ଦିନିକିଆ ମୌନ ବ୍ରତରେ ଥାଆନ୍ତି । କିଛି ଉପହାର ସହ ଭେଟିବାକୁ ଯାଇ, ମହାରାଜ ଗୋଟିଏ ପ୍ରଶ୍ନ କରିଲେ, “ଆପଣ ମୋ ରାଜ୍ୟକୁ ବୁଲିଆସିଥିଲେ ଏହା କିପରି ଲାଗିଲା?” ଏକ ଛୋଟିଆ କାଗଜରେ ପେନ ସିଲରେ ଉତ୍ତରରେ ଲେଖିଗଲେ…

ଅଧିକ ପଢ଼ନ୍ତୁ
Kuntala Kumari Sabat

ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ

ଭାରତ ସ୍ୱାଧୀନ ହେବା ପୂର୍ବରୁ ଯେତେବେଳେ ନାରୀମାନଙ୍କୁ ପାଠପଢ଼ିବାର ଅନୁମତି ମିଳିବା କଷ୍ଟକର ହୋଇଯାଉଥିଲା ସେହି ସମୟରେ କଟକ ଡାକ୍ତରୀ ବିଦ୍ୟାଳୟରେ ଡାକ୍ତରୀ ଶିକ୍ଷା ଗ୍ରହଣ କରି ୧୯୨୧ ମସିହାରେ ସ୍ୱର୍ଣ୍ଣ ପଦକ ସହ ଏଲ୍.ଏମ୍.ପି. ଡିଗ୍ରୀ ପାଇ ଉତ୍ତୀର୍ଣ୍ଣ ହୋଇଥିଲେ ଓଡ଼ିଶାର ପ୍ରଥମ ମହିଳା ଡାକ୍ତର, ଲେଖିକା, ଔପନ୍ୟାସିକା, କବୟିତ୍ରୀ ତଥା ସମ୍ପାଦିକା ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ । ୧୯୦୧ ମସିହାର ଫେବୃଆରୀ ମାସ ୮ ତାରିଖରେ ଛତିଶଗଡ଼ର ବସ୍ତର ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା…

ଅଧିକ ପଢ଼ନ୍ତୁ
Biography of Utkala Gouraba Madhusudan Das (ଉତ୍କଳ ଗୌରବ ମଧୁସୂଦନ ଦାସ)

ଉତ୍କଳ ଗୌରବ ମଧୁସୂଦନ ଦାସ

‘ଉତ୍କଳଗୌରବ’ ମଧୁସୂଦନ ଥିଲେ ଓଡ଼ିଆ ଜାତୀୟତାର ପ୍ରମୁଖ ମନ୍ତ୍ରଦାତା । ସ୍ୱତନ୍ତ୍ର ଉତ୍କଳ ଗଠନରେ ତାଙ୍କର ଭୂମିକା କୌଣସି ପ୍ରକୃତ ଓଡ଼ିଆ ପକ୍ଷେ କେବେହେଁ ଭୁଲିବା ପରି ନୁହେଁ । ତାଙ୍କର ନିଷ୍ଠାପୂର୍ଣ୍ଣ କାର୍ଯ୍ୟଧାରା, ତ୍ୟାଗ, ବିଚକ୍ଷଣ ଚିନ୍ତାଧାରା ଓ ଅନ୍ତହୀନ ଜାତିପ୍ରୀତି ଅବିସ୍ମରଣୀୟ । ଓଡ଼ିଶା ଇତିହାସର ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ, ଏକ ପତିତ ଜାତିର ଉଦ୍ଧାର ପାଇଁ କାର୍ଯ୍ୟ କରିଥିଲେ ‘ଉତ୍କଳଗୌରବ’ । ତାଙ୍କ ଜାତିପ୍ରେମ, ସ୍ୱାଭିମାନ ଏବଂ ସୁଦୂରପ୍ରସାରୀ ଚିନ୍ତାଧାରା ସାମସମୟିକ କାଳଠାରୁ ଢେର‌୍‌ ଆଗରେ ଥିଲା । ତାଙ୍କ…

ଅଧିକ ପଢ଼ନ୍ତୁ
ପ୍ରଥମ ଓଡ଼ିଆ ଅଭିଧାନର ଜନକ: ପଣ୍ଡିତ ଗୋପୀନାଥ ନନ୍ଦଶର୍ମା (Pandit Gopinath Nandasharma)

ଓଡ଼ିଆ ଅଭିଧାନର ଜନକ: ପଣ୍ଡିତ ଗୋପୀନାଥ ନନ୍ଦଶର୍ମା

୧୮୯୬ ମସିହାରେ ଓଡ଼ିଆ କଲେଜ ଖଣ୍ଡ ବିଖଣ୍ଡିତ ଓଡ଼ିଶାରେ ମାତ୍ର ଥିଲା ତିନି ଗୋଟି । ମାଡ୍ରାସ ପ୍ରେସିଡେନ୍ସ ଅଧୀନରେ ଥିଲା ରାଜାସ୍ କଲେଜ । ସେତେବେଳେ ଏଫ୍.ଏ ଖସଡ଼ାରେ ଥିଲା “ଜାନକୀ ପରିଣୟ” । ଓଡ଼ିଆ ଭାଷାରେ ଅନୁବାଦିତ ନ ହୋଇଥିବା ଯୋଗୁଁ ପିଲେ ଅନ୍ୟ ପୁସ୍ତକ ପଢ଼ୁଥିଲେ । ଦିନେ କ୍ଳାସ୍ସ ସାରି ଅଧ୍ୟାପକ ପଣ୍ଡିତ ଗୋପୀନାଥ ନନ୍ଦ ଶର୍ମା ଫେରନ୍ତେ ଗିଡୁଗୁ ରାମମୂର୍ତ୍ତି ଏବଂ କିଛି ତେଲୁଗୁ ଅଧ୍ୟାପକ ଥଟ୍ଟା କରି କହିଲେ, “ଦେଖନ୍ତୁ ଆମ ତେଲୁଗୁ ଭାଷାରେ…

ଅଧିକ ପଢ଼ନ୍ତୁ
ମହାତ୍ମା ଗାନ୍ଧୀଙ୍କ ଅହିଂସା ଆନ୍ଦୋଳନରେ ପ୍ରଫେସର୍ ଗୋରା ଓ ସତ୍ୟନାରାୟଣ ରାଜଗୁରୁ

ମହାତ୍ମା ଗାନ୍ଧୀଙ୍କ ଅହିଂସା ଆନ୍ଦୋଳନରେ ପ୍ରଫେସର୍ ଗୋରା ଓ ସତ୍ୟନାରାୟଣ ରାଜଗୁରୁ

ମହାତ୍ମା ଗାନ୍ଧୀଙ୍କ ଜନ୍ମ ବିଷ୍ଣୁ ପରିବାରରେ, ସେଥିପାଇଁ ସେ ବିଷ୍ଣୁ ମନ୍ଦିର ଦର୍ଶନରେ ଯାଇ କିଛି ସମୟ କଟାଉ ଥିଲେ । ମହାତ୍ମାଙ୍କ ମାତୃ ପିତୃ ବିୟୋଗ ପରେ ସେ ଭୂତ ପ୍ରେତରେ ବିଶ୍ୱାସ ରଖି ଅନେକ ସମୟରେ ଡରୁଥିଲେ । ତାଙ୍କ ଗୃହରେ ଥିବା ଜଣେ ଧାଈ ଗାନ୍ଧୀଙ୍କୁ କହିଲେ, “ରାତିରେ ରାମ ନାମ ଜପି ନିଦ୍ରା ଗଲେ ଭୟ ସଞ୍ଚାର ହେବନାହିଁ ।” ତାଙ୍କ କଥାକୁ ପାଥେୟ କରି ନିଦ୍ରା ସମୟରେ ରାମ ନାମ ଭଜନ କରି ଶୋଉଥିଲେ ।…

ଅଧିକ ପଢ଼ନ୍ତୁ