ଉପେନ୍ଦ୍ର କୁମାର ପୃଷ୍ଟି

ଉପେନ୍ଦ୍ର କୁମାର ପୃଷ୍ଟି ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Mahan Tume (ମହାନ୍ ତୁମେ) by Upendra Kumar Prusty

ମହାନ୍ ତୁମେ

ତୁମକୁ ଦେଖେ ମୁଁ ଗବାକ୍ଷର ବଉଦର ଆଢ଼ୁଆଳ ଫାଙ୍କେ ଭାବେ ତୁମେ ଅଛ ମନ୍ଦ ମଳୟେ ଆମ୍ବ ଡାଳ ବଉଳରେ ତୁମକୁ ଦେଖେ ମୁଁ ଥୁଣ୍ଟା ଗଛରେ ତ ସାତ ତାଳ ପଙ୍କ ତଳେ ଆହୁରି ମୁଁ ଭାବେ ତୁମ ଉପସ୍ଥିତି ଅଛି ସପ୍ତର୍ଶି ମଣ୍ଡଳେ ତୁମେ ତ ଅଛ ରୌଦ୍ର ତାପରେ ଅଛ ସୁଶିତଳ ଜଳରେ ଅଛ ପୁଣି ନଦୀରେ, ଭୁଧରେ ଅଛ ଅନ୍ଧାରୀ ଗହ୍ୱରେ ତୁମେ ଅଛ ମୋ ହୃଦ ଅଭ୍ୟନ୍ତରେ ଅଛ ଗିର୍ଜା,…

ଅଧିକ ପଢ଼ନ୍ତୁ