ତାରା ରାଣୀ ନାୟକ

ତାରା ରାଣୀ ନାୟକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

ମାନବ ତମେ ଆସ

ମାନବ ତମେ ଆସ

ମାନବିକତାକୁ ସାଥିରେ ଧରି ଆସିବ କି ତମେ ମାନବ ସାରା ଦୁନିଆ ବଦଳି ଯିବ ତମର ହେଲେ ଆବିର୍ଭାବ । ମାନବିକତା ନାହିଁ ବୋଲି ସ୍ନେହ ଶ୍ରଦ୍ଧା ଦୟା ନାହିଁ ଏଠାରେ ଏସବୁ ସାଥିରେ ଧରି ଆସ‌ହେ ମାନବ ଥରେ । ମାନବିକତାର ଅଗ୍ନି ଜାଳି ଜାଳିଦିଅ ହିଂସା ଅହଂକାର ମାନବ ତମେ ଥରୁଟିଏ ଆସ ମାନବିକତାର ହେବ ଜୟକାର । କନ୍ୟା ଭୃଣ ବଞ୍ଚିବ ନାରୀର ସମ୍ମାନ ଫେରିବ ମାନବ ଯେବେ ତମେ ଆସିବ ମାନବିକତାର…

ଅଧିକ ପଢ଼ନ୍ତୁ
କିଛି ପ୍ରଶ୍ନ ଏ ସମାଜକୁ

କିଛି ପ୍ରଶ୍ନ ଏ ସମାଜକୁ……?

ବେବିନା, ନିର୍ଭୟା, ଇତିଶ୍ରୀ, ସୁଜାତା, ତପସ୍ୱିନୀ ଆଉ ଏବେ ସସ୍ମିତା । କିଏ ଜାଣିଲା କାଲି ଆଉ କାହା ନାଁ ଯୋଡ଼ାହେବ ଏ ତାଲିକାରେ । ଦୀଲ୍ଲୀର ନିର୍ଭୟା, ଖରୀନାସୀର ସୁଜାତା, ରାୟଗଡ଼ା ଡେଲାଙ୍ଗର ଇତିଶ୍ରୀ,ଏବେ କୁନ୍ଦୁଲିର ସସ୍ମିତା । ହୁଏତ କାଲି ଆମ ଗାଁ, ଆମ ସହର ସାଥିରେ ଆମ ନାଁ ବି ବାହାରିବ ଖବରକାଗଜରେ, ପ୍ରଚାରିତ ହେବ ଦୂରଦର୍ଶନରେ । ଆଉ ଆମେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଯିବୁ ଛକରେ, ଦୋକାନରେ, ରାସ୍ତାଘାଟରେ । ଏମିତି…

ଅଧିକ ପଢ଼ନ୍ତୁ