ତାପସ ରଞ୍ଜନ

ତାପସ ରଞ୍ଜନ ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକାର ସହ-ସମ୍ପାଦକ ଏବଂ ସେ ବିଭିନ୍ନ ଆଧ୍ୟାତ୍ମିକ ତଥା ସାମାଜିକ କଥାବସ୍ତୁ ଉପରେ ଗପ, କବିତା, କାହାଣୀ ଆଦି ରଚନା କରନ୍ତି ।

Editorial Page of Shubhapallaba 20th Edition

✍ ବିଂଶ ସମ୍ପାଦକୀୟ

ପ୍ରଥମରୁ କହିରଖେ, କାହାର ଖାଦ୍ୟାଭ୍ୟାସ ବା ଧର୍ମ ଭାବନା ସହ ମୋର କୌଣସି ବିଦ୍ୱେଷ ନାହିଁ; ମୁଁ ଉଭୟକୁ ସମ୍ମାନ କରେ । କିନ୍ତୁ ଜଣେ ସନାତନୀ ହିନ୍ଦୁ ଭାବରେ ବେଳେବେଳେ ମନରେ କ୍ଷୋଭ ଆସେ । ମତେ ଲାଗେ ବଦଳୁଥିବା ପରିସ୍ଥିତିରେ ନିରନ୍ତର ଅବକ୍ଷୟ ହେଉଥିବା ଆମ ସାମାଜିକ ଚଳଣି ତଥା ଧାର୍ମିକ ଭାବନାକୁ ଅନୁଶୀଳନ କଲେ ମନରେ କ୍ଷୋଭ ଆସିବା ସ୍ୱାଭାବିକ । କିଛିଦିନ ତଳେ ଦେଶର ପ୍ରମୁଖ ଅଳଙ୍କାର ଉତ୍ପାଦକ ତଥା ବିକ୍ରେତାଙ୍କ ବିଜ୍ଞାପନ ଏବଂ ଚଳଚିତ୍ର…

ଅଧିକ ପଢ଼ନ୍ତୁ
Editorial Page of Shubhapallaba 19th Edition

✍ ଉନବିଂଶ ସମ୍ପାଦକୀୟ

ଦିନେ ନା ଦିନେ ସମସ୍ତଙ୍କୁ ଫେରିଯିବାକୁ ହିଁ ହୁଏ ଏକ ଅଫେରା ପଥର ଅନ୍ତିମ ଯାତ୍ରାରେ, ସେହି ନିରାକାର, ଚିରନ୍ତନ, ଶାଶ୍ୱତ ପରଂବ୍ରହ୍ମରେ ସମାହିତ ହେବାପାଇଁ । ତାହା ତ ପ୍ରାରବ୍ଧ ! ତଥାପି ଆମେ ଆନମନା ହେଉ, ଝୁରି ମରୁ ସେହି ଅଫେରା ପଥର ଯାତ୍ରୀଟି ପାଇଁ । ତା’ ସହ ସାଉଁଟିଥିବା ସ୍ମୃତି ଆଉ ଅନୁଭୂତିର କେତେ ଯେ ନଗ୍ନ ଚିତ୍ର ଆଙ୍କି ହୋଇ ରହିଯାଏ ସ୍ମୃତିର କାନ୍ଥ ପଟଳରେ ତା’ର ହିସାବ ନଥାଏ । ପଛକୁ ଫେରି ଚାହିଁଲେ…

ଅଧିକ ପଢ଼ନ୍ତୁ
Editorial Page of Shubhapallaba 18th Edition

✍ ଅଷ୍ଟାଦଶ ସମ୍ପାଦକୀୟ

ଗୁଶବ୍ଦତ୍ସ୍ଵନ୍ଧକାରଃ ସ୍ୟାତ୍ ରୁଶବ୍ଦସ୍ତନ୍ନିରୋଧକଃ । ଅନ୍ଧକାରନିରୋଧିତ୍ୱାତ୍ ଗୁରୁରିତ୍ୟଭିଧୀୟତେ ॥ (ଅଦ୍ୱୟତାରକ ଉପନିଷଦ – ୧୬) ‘ଗୁ’ ଶବ୍ଦର ଅର୍ଥ ଅନ୍ଧକାର, ‘ରୁ’ ଶବ୍ଦର ଅର୍ଥ ନିରୋଧକ । ଅର୍ଥାତ ଅନ୍ଧକାରକୁ ଦୂର କରିପାରିବାର କ୍ଷମତା ରଖୁଥିବାରୁ ସେ ଗୁରୁ । ଜନ୍ମଠାରୁ ମୃତ୍ୟୁ । ଜୀବନର ପ୍ରବାହରେ ଭାସିଗଲା ବେଳେ ଆବଶ୍ୟକ ହୁଏ ପଥ ପ୍ରଦର୍ଶକର । ଅଜ୍ଞାନ ତିମିର ମଧ୍ୟରୁ ଆଲୋକର ବହ୍ନି ଜଳାଇ ଆମକୁ ହାତଧରି ଯିଏ ବାଟ କଢ଼ାଇ ନିଅନ୍ତି ସେ ଗୁରୁ ।  ଜନନୀ ଜଠରୁ ଭୂମିଷ୍ଟ ହେଲା ପରେ…

ଅଧିକ ପଢ଼ନ୍ତୁ
Editorial Page of Shubhapallaba 17th Edition

✍ ସପ୍ତଦଶ ସମ୍ପାଦକୀୟ

କ’ଣ ଏହି ସ୍ୱାଧୀନତା? ସତ୍ୟ ଯୁଗରେ ଦୈତ୍ୟ ଭାଇଙ୍କଠାରୁ ଦେବତାମାନଙ୍କୁ ଉଦ୍ଧାର କରି ଅଭୟ ପ୍ରଦାନ କରିବା କ’ଣ ସ୍ୱାଧୀନତା? ତ୍ରେତୟା ତଥା ଦ୍ୱାପର ଯୁଗରେ ରାବଣ ଆଉ କଂସର ଅତ୍ୟାଚାରରୁ ଏ ମାନବ ଜାତିକୁ ଉଦ୍ଧାର କରି ଧର୍ମ ଓ ଶାନ୍ତି ପ୍ରତିଷ୍ଠା କରିବା ବି କ’ଣ ଥିଲା ସ୍ୱାଧୀନତା? ଶହ ଶହ ବର୍ଷଧରି ଆଫଗାନ, ମଙ୍ଗୋଲିଆନ ଆଉ ମୋଗଲମାନଙ୍କ ଶାସନରୁ ମୁକ୍ତି ହେବା ଥିଲା ସ୍ୱାଧୀନତା ନା ପ୍ରଥମଥର ପାଇଁ ପ୍ରାନ୍ତୀୟ ଭେଦାଭେଦଠାରୁ ଉପରକୁ…

ଅଧିକ ପଢ଼ନ୍ତୁ
Editorial Page of Shubhapallaba 16th Edition

✍ ଷୋଡ଼ଶ ସମ୍ପାଦକୀୟ

ସେ ଲୀଳାମୟ ! ଯୁଗେ ଯୁଗେ ତାଙ୍କରି ଲୀଳା ହିଁ ସଂଗଠିତ ହୋଇଆସୁଛି ଏ ସଚରାଚାର ବିଶ୍ୱ ବ୍ରହ୍ମାଣ୍ଡରେ । କେବେ ଅନ୍ତରୀକ୍ଷର ମହାଜାଗତିକ କାର୍ଯ୍ୟ ରୂପେ ତ କେବେ ଧରାପୃଷ୍ଠରେ ମାନବୀୟ ରୂପରେ । ସେ ଅବତାରୀ ! ମାନବୀୟ ଲୀଳାଖେଳାକୁ ସମ୍ପାଦିତ କରିବା ପାଇଁ ସେ ଅବତାର ନିଅନ୍ତି ଯୁଗେ ଯୁଗେ, କେବେ ରାମ ତ କେବେ କୃଷ୍ଣ ହୋଇ । ସମସ୍ତ ଜଡ଼ ଓ ଚେତନାରେ ପୂର୍ଣ୍ଣ ଗୁଣର ସେ ସାକାର ରୂପ, ପୁଣି ପରଂବ୍ରହ୍ମ ମହାଶୂନ୍ୟରେ ସେ ହିଁ…

ଅଧିକ ପଢ଼ନ୍ତୁ