ସ୍ୱାତୀସ୍ମିତା ବାରିକ

ସ୍ୱାତୀସ୍ମିତା ବାରିକ ଓଡ଼ିଆ ଭାଷାରେ ବିଭନ୍ନ ପ୍ରକାରର ଗପ/କବିତା ଆଦି ରଚନା କରିଥାନ୍ତି । ତାଙ୍କ ରଚିତ ଅନେକ ଗୁଡ଼ିଏ ଗପ, କବିତା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇଛି ।

Priyara Khoka Bhai

ପ୍ରିୟର ଖୋକାଭାଇ

ଓଡ଼ିଶା ମାଟିର କଟକ ସହରେ ହୋଇଥିଲା ତାଙ୍କ ଜନ୍ମ । ମହତ କାମରେ ରଖିଦେଲେ ସିଏ ଓଡ଼ିଶା ମାଟିର ନାମ । କବିତା ଲେଖିବା ସଂଗୀତ ଗାଇବା ଥିଲାଟି ତାଙ୍କର ପ୍ରାଣ । ସ୍ୱପ୍ନକୁ ସାକାର କରିବା, ନୁହେଁ ଯେ କଷ୍ଟ କଲେ ସିଏ ପ୍ରମାଣ । ବାପାମାଆଙ୍କର ଅତିଗୋହ୍ଲା ପୁଅ ନାମଟି ତାଙ୍କର ଅକ୍ଷୟ । ସୁରିଲା କଣ୍ଠରେ ଗୀତ ଗାଇ ଦେଇ ପାଇଲେ ସବୁଠି ବିଜୟ । ଖୋକା ଭାଇ ନାମେ ପରିଚିତ ଥିଲେ…

ଅଧିକ ପଢ଼ନ୍ତୁ