ସ୍ୱାଗତିକା ମହାଙ୍କୁଡ଼

ସ୍ୱାଗତିକା ମହାଙ୍କୁଡ଼ ଓଡ଼ିଆ ଭାଷାରେ ବିଭନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରିଥାନ୍ତି ।

fampa-mathia

ଫମ୍ପା ମାଠିଆ

ଘର ସଫା, ଘର ପୋଛା ସହ ପୂଜାବାସନ ମଜାଧୁଆ ସରିଲା । ସେପଟେ ବାହାରେ ଗୋବର ଛଡ଼ା ସହ କାଲି ପାଇଁ ପୂଜା ଥାଳି ମଧ୍ୟ ସଜାଡ଼ି ଦେଲି; ଏଥର ମୁଁ ମୋ ଘରକୁ ଯିବି କି ମାଆ? ବାସ୍… ଏହାପରେ ଆଉ କ’ଣ? ସବୁଦିନ ଯାହା ହୁଏ ତାହାହିଁ ହେଲା । ଗୋଲାପିର ଏତକ କଥା ଶୁଣି ସେପଟୁ ରାଗରେ ଫଁ ଫଁ ହୋଇ ମାଲିକାଣୀ ବର୍ଣ୍ଣାଳୀର ଗାଳି ଆରମ୍ଭ । ଏପଟେ ଚୌକିରେ ବସି…

ଅଧିକ ପଢ଼ନ୍ତୁ