ସୁରେନ୍ଦ୍ର ଜେନା

ସୁରେନ୍ଦ୍ର ଜେନା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Maa (ମାଆ) by Surendra Jena

ମାଆ

ମାଆ ମାଆ ବୋଲି ଡାକିଦେଲେ ଥରେ ଉଲ୍ଲସି ଉଠଇ ମନ, ମାଆ ଥିଲେ ପାଶେ ଲୋଡ଼ାନାହିଁ ଆମ କୋଟି କୋଟି ଧନ ଜନ ॥ ଅଳିକରି ଯଦି ତଳେ ଯାଅ ଗଡ଼ି ମାଆ ପୋଛିଦିଏ ଧୂଳି, କୋଳ କରିନେଇ ଭୁଲାଏ ମନକୁ ଗପ କହେ ଭଳି ଭଳି ॥ ଜ୍ୱର ବାନ୍ତି ହେଲେ ପାଶେ ଜଗି ବସେ ଗୋଡ ହାତ ଦିଏ ଆଉଁସି, ଦୁଃଖ କଷ୍ଟ ସବୁ ଛାଡ଼ି ଚାଲିଯାଏ ଆଷିଶ ଦିଏ ବରଷି ॥ ମାଆର…

ଅଧିକ ପଢ଼ନ୍ତୁ