ସୁଚରିତା ପାତ୍ର

ସୁଚରିତା ପାତ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Alinganara Bele Bela Bayasa Heijae (ଆଲିଙ୍ଗନର ବେଳେବେଳେ ବୟସ ହୋଇଯାଏ) by Sucharita Patra

ଆଲିଙ୍ଗନର ବେଳେବେଳେ ବୟସ ହୋଇଯାଏ

ଆଲିଙ୍ଗନର ବେଳେବେଳେ ବୟସ ହୋଇଯାଏ ଶିଥିଳ ହୁଏ ଅଥିର ହୁଏ କେବେକେବେ ମୃଦୁ କିମ୍ବା ଟାଣ ଚାପରେ ମୋଡ଼ିମକଚି ହୋଇଯାଏ ହଁ ଆଲିଙ୍ଗନର ବେଳେବେଳେ ବୟସ ହୋଇଯାଏ । ଆଲିଙ୍ଗନରେ ତୃପ୍ତି ଅଭିମାନ ନିର୍ଭୟ ଶାନ୍ତି ଲାଗେ ହେଲେ ତା’ର ନିଶା ହୋଇଗଲେ ସୁସ୍ଥ ମଣିଷ ବି ରୋଗିଣା ହୋଇଯାଏ ହଁ ଆଲିଙ୍ଗନର ବେଳେବେଳେ ବୟସ ହୋଇଯାଏ । ତା’ର ଉଷ୍ଣ ଓ ଶୁଷ୍କତାରେ ଭାବନା ଜାଣିହୁଏ କିନ୍ତୁ ତା’ର ବି କ’ଣ ଗୋଟାଏ ମୁଖା ଥାଏ…

ଅଧିକ ପଢ଼ନ୍ତୁ
Odia Poem Pratisruti Bikajae Sastare (ପ୍ରତିଶୃତି ବିକାଯାଏ ଶସ୍ତାରେ) by Sucharita Patra

ପ୍ରତିଶୃତି ବିକାଯାଏ ଶସ୍ତାରେ

ଦେହର କ’ଣ କ୍ଷୁଧା ଥାଏ !? ନା ମନ ତାକୁ ହିଂସ୍ର କରିଦିଏ? ଅନ୍ଧ କରିଦିଏ ଦୈତ୍ୟ ହେବାକୁ, ଅନ୍ଧାରୀ ଇଲାକାରେ ବିବେକ ବଳି ପଡ଼େନି ପ୍ରତିଶୃତି ବିକାଯାଏ ଭରସା ପାଇଁ ନିଜର ସର୍ବସ୍ୱ ଦେଇ ଆଶ୍ଵସନା ପାଇଁ ଝାସ ଦେଇଥିଲେ ତିଳ ତିଳ କରି ନାରୀତ୍ୱ ବିସର୍ଜନ କରି ସୁଧରେ ଆଣେ ଅସଜଡ଼ା ସ୍ୱପ୍ନ ଅବା ସେ କି ଜାଣେ ଦିନେ ତା’ର ସୁଧ କରଜ ବନ୍ଧବାଡ଼ ଡେଇଁ ଅଭାବୀ ବିକ୍ରି ହେଇଯିବ ମୁଖା ଖସିଗଲେ…

ଅଧିକ ପଢ଼ନ୍ତୁ