ସୁବ୍ରତ ପାତ୍ର

ସୁବ୍ରତ ପାତ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Bichara Jibana

ବିଚରା ଜୀବନ !

କାଲି ରାତିରେ ରାସ୍ତାରେ ଭେଟିଲି ଜୀବନକୁ ! ଦେଖାହେଲା ଆଉ କଥା ବି ହେଲା ହେଲେ, ମଉଳି ଯାଇଥିଲା ତା’ ମନରେ ଥିବା ଆଶା ଓ ଆକାଂକ୍ଷା । ସ୍ୱପ୍ନ ପୂରଣ କରିବାକୁ ଯାଇ ସର୍ବାହରା ହୋଇପଡ଼ିଥିଲା ସେ । ସ୍ୱପ୍ନ ତା’ର ପୂର୍ଣ୍ଣାଙ୍ଗ ରୂପ ନ’ନେଇ, ବର୍ତ୍ତମାନର ଝଡ଼ଝଞ୍ଜା ଦେଇ, କିଛି କ୍ଷଣ ପାଇଁ ସାଇତି ହୋଇରହିଥିଲା, ତା’ ମନର କେଉଁ ଅନ୍ଧାରୀ କୋଣରେ । କିଛି ଗୋଟେ ଭାବୁ ଭାବୁ! ଗଲାବେଳେ କହିଦେଇ ଗଲା,…

ଅଧିକ ପଢ଼ନ୍ତୁ