ସୌମ୍ୟାଶ୍ରୀ ତ୍ରିପାଠୀ

ସୌମ୍ୟାଶ୍ରୀ ତ୍ରିପାଠୀ ପେଶାରେ ଜଣେ ଅଧ୍ୟାପିକା, ଯିଏକି ବର୍ତ୍ତମାନ ଜୟପୁରର ଏକ ମହାବିଦ୍ୟାଳୟରେ କାର୍ଯ୍ୟରତ ଅଛନ୍ତି । ସେ ଅଧ୍ୟାପନା ବ୍ୟତୀତ ଓଡ଼ିଆରେ ଗଳ୍ପ, କବିତା ଆଦି ରଚନା କରନ୍ତି ।

Odia Poem Asijaa Tume (ଆସିଯାଅ ତୁମେ) by Soumyashree Tripathy

ଆସିଯାଅ ତୁମେ…

ହୋଇ ଜହ୍ନର ଜୋଛନା ଆସିଯାଅ ଥରେ ବିଚ୍ଛୁରି ଦିଅ ତୁମ ପ୍ରେମର କିରଣ ମୋର ଅଙ୍ଗେ ଅଙ୍ଗେ । ପୁଣି ଆସିଯାଅ କେବେ ହୋଇ ମେଘ ମହ୍ଲାର ବରଷି ଦିଅ ତୁମ ପ୍ରୀତି ପ୍ରଣୟ ସାଜିଯିବି ମୁଁ ଯେ ତୁମ ମନ ମୟୂରୀ ଆଉ ନାଚି ଉଠିବି ରାଗେ ତୁମରି । ହେବ ଯଦି ଆସିବକି କେବେ ହୋଇ ବସନ୍ତ ମଳୟ ତୁମ ସୁବାସରେ ହୋଇଯିବି ମୁଁ ଯେ ରୋମାଞ୍ଚିତ ଆସ ହୋଇ କେବେ ମଧୁର ସଂଗୀତ…

ଅଧିକ ପଢ଼ନ୍ତୁ
Odia Story Thank You Card (ଥାଙ୍କ ୟୁ କାର୍ଡ଼) by Soumyashree Tripathy

ଥାଙ୍କ ୟୁ କାର୍ଡ଼

ବାପା ଶବ୍ଦଟି ଶୁଣିବା କ୍ଷଣି ମନକୁ ଆସିଯାଏ ଏକ ଶକ୍ତ, କଠୋର ମଣିଷର ପ୍ରତିଛବି । ହେଲେ ବାପା ପରା ସେ ହୋଇଥାନ୍ତି ଯିଏ ଛୁଆଟିକୁ ସପନ ଦେଖେଇବା ଶିଖାନ୍ତି । ଲୁହ ପିଇ ହସିବା ଶିଖାନ୍ତି । ପିଲାଟିର ସବୁ ଅଳିକୁ ସହି, ନିଜର ସବୁ ସ୍ୱପ୍ନକୁ ଆଖିରେ ମାରି ନିଜ ସନ୍ତାନର ସବୁ ସ୍ୱପ୍ନକୁ ପୂରା କରନ୍ତି । ବାହାରୁ ଯେତେ କଠୋର ହେଲେ ମଧ୍ୟ ଭିତରେ ଏକ ସରଳ, ପ୍ରେମ ଭରା ହୃଦୟରେ…

ଅଧିକ ପଢ଼ନ୍ତୁ
Odia Story Golap Phula (ଗୋଲାପ ଫୁଲ) by Soumashree Tripathy

ଗୋଲାପ ଫୁଲ

ଗୋଟେ ସପ୍ତାହେ ହେବ ସ୍ମିତାର ମନ ବହୁତ ଖୁସି । ହବନି ବି କ’ଣ ପାଇଁ ଯେ, ଆସନ୍ତା ରବିବାର ଦିନ ସ୍କୁଲର ଆଲୁମିନି ମିଟ୍ । ସବୁ ସାଙ୍ଗମାନଙ୍କ ବରାଦ, ଏଇଥର ସମସ୍ତେ ଯିଏ ଯୋଉଠି ଥାଉ ନା କାହିଁକି ସମୟ ବାହାରକରି ସମସ୍ତଙ୍କୁ ନିହାତି ଯିବାକୁ ପଡ଼ିବ, ପ୍ରତ୍ୟେକଥର ହାତଗଣତି ପିଲା ଯାଆନ୍ତି; ଆଉସବୁ କିଛି ନା କିଛି ବାହାନା କରି ଯାଆନ୍ତିନି । ହେଲେ ଏଥର ସମସ୍ତେ ଯିବାକୁ ବାଧ୍ୟ । ସାଙ୍ଗସାଥି…

ଅଧିକ ପଢ଼ନ୍ତୁ
Sesha Swapna

ଶେଷ ସ୍ୱପ୍ନ

ଜୀବନରାସ୍ତାରେ ଚାଲୁଚାଲୁ ମନେ ପଡ଼େ ସେହି ଅଭୁଲା ସ୍ୱପ୍ନ ସବୁ… ଥିଲି ଦିନେ ମୁଁ ଯେ… ଏହି ମୁକ୍ତ ଆକାଶର ବିହଙ୍ଗ… ନଥିଲା ମୋ ପାଇଁ କିଛି ବନ୍ଧନ ବିଛୁରି ପଡ଼ିଥିଲା ମୋ ଜୀବନେ ସୂର୍ଯ୍ୟ ଆଲୋକ କିନ୍ତୁ ଜାଣି ତ ନଥିଲି… ଛିଡ଼ିଯିବ ମୋର ଏହି ଡେଣା.. ଉଭେଇ ଯିବ ଯେ ରଶ୍ମି ଭରିଯିବ ଅନ୍ଧକାରର ଛାୟା ଲୁଚିଗଲା ମୋର ସବୁ ସ୍ୱପ୍ନ ମେଘାଚ୍ଛନ ଆକାଶର ତଳେ… ମନେ ନାହିଁ କେବେ ଦେଖିଥିଲି ମୁଁ ଯେ…

ଅଧିକ ପଢ଼ନ୍ତୁ
Abujha Mana by Soumyashree Tripathy

ଅବୁଝା ମନ

ଅମାନିଆ ଲୁହ ମୋର ବୋହି ଯାଉଛି ତୁମ ଅପେକ୍ଷାରେ… କ’ଣ କହି ବୁଝେଇବି ତାକୁ ଥରେ କହିଦିଅ ତୁମେ ମୋତେ । ମରୁଭୂମିର ଆକୁଳ ତୃଷ୍ଣା ଝୁରିଥାଏ ଯେପରି ଶ୍ରାବଣକୁ, ସେହିପରି ମୋ ମନ ଝୁରୁଛି ତମର ସେ ମଧୁଝରା ହସକୁ । ନିଜକୁ ଲାଗୁଛି ଆଜି ମୁଁ କାହିଁ ନିଜେ ଅଜଣା, ଭୁଲିଯାଇଛି ବୋଧେ ମୁଁ ନିଜକୁ ପାଇବାକୁ ତୁମ ପ୍ରେମର ପାଉଣା । ସମସ୍ତେ କୁହନ୍ତି ତୁମେ ଯେ କଳଙ୍କର ଚିହ୍ନ କିନ୍ତୁ ତୁମେ…

ଅଧିକ ପଢ଼ନ୍ତୁ