ସୋନାଲି ବିନ୍ଧାଣୀ

ସୋନାଲି ବିନ୍ଧାଣୀ ବୃତ୍ତିରେ ଜଣେ ଅଧ୍ୟାପିକା ଏବଂ ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Baba (ବାବା) by Sonali Bindhani

ବାବା

ଲୋଡ଼ା ଥିବା ଜିନିଷକୁ ଯିଏ ଖୋଜି ଆଣିଦିଏ ସେହି ଶବ୍ଦ ହେଉଛି ବାବା ଭାଙ୍ଗି ଯାଇଥିବା ଜିନିଷକୁ ଯିଏ ଗଢ଼ି ଆଣିଦିଏ ସେହି ଶବ୍ଦ ହେଉଛି ବାବା । ନିଛାଟିଆ ରାତିରେ ଯିଏ ଛୋଟ ଦୀପଟିଏ ଜାଳି ସାହାସ ଆଣିଦିଏ ସେହି ଶବ୍ଦଟି ହେଉଛି ବାବା । ଦୁଃଖରେ ଭାଙ୍ଗିପଡ଼ିଲେ ଯିଏ ପିଠା ଥାପୁଡ଼େଇ ଦେଇ କୁହେ ମା’ଲୋ ବ୍ୟସ୍ତ ହଅନା ସେହି ଶବ୍ଦଟି ହେଉଛି ବାବା । ପାଖରେ ପଇସା ନଥିଲେ ବି ଯିଏ କୁହେ…

ଅଧିକ ପଢ଼ନ୍ତୁ