ସ୍ନିଗ୍ଧା ଜେନା

ସ୍ନିଗ୍ଧା ଜେନା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Samparka (ସମ୍ପର୍କ) by Snigdha Jena

ସମ୍ପର୍କ

ଘରକୁ ବାହାଘର ପରେ ପ୍ରଥମଥର ବୁଲିବାକୁ ଆସିବେ ନଣନ୍ଦ ଓ ତାଙ୍କ ସ୍ୱାମୀ । ସେଥିପାଇଁ କେତେ କ’ଣ ଆୟୋଜନ । ଶାଶୁ ମଣିମାଳାଙ୍କ କଡ଼ା ତାଗିଦ, ସବୁ ଯେମିତି ଠିକରେ ହବ । ଚାରିଦିନ ଆଗରୁ ଘର ସଜାଡ଼ି ସବୁ ଜିନିଷକୁ ସଜାଡ଼ି ରଖିଚି ରୁଚି । ରୋଷେଇର ଲମ୍ୱା ଲିଷ୍ଟ । ସବୁ ତାକୁ କରିବାକୁ ହବ । ଯାହା ଜିନିଷ ଆସିବ ଚିଠା କରି ରଖିଛି ସେ । ଘର ବୋଲି କେତେ…

ଅଧିକ ପଢ଼ନ୍ତୁ
Potadhana

ପୋତା ଧନ

ଭୟ ସମସ୍ତଙ୍କୁ ଲାଗେ, ଅନ୍ଧାରରେ ନିଜ ଛାଇ ନିଜକୁ ଡରେଇ ଦିଏ । କିଏ କୁହେ ଏସବୁ ଅନ୍ଧ ବିଶ୍ୱାସ ଆଉ କିଏ କୁହେ ଯେ ଅଙ୍ଗେ ନିଭେଇଛି ସେ ଜାଣେ । ଡର କାହାକୁ କୁହାଯାଏ? ରାଜା ରାଜୁଡ଼ା କାହାଣୀ ଆସିଲେ ଆଖିକୁ ଆଗେ ଦେଖାଯାଏ । ପୁରୁଣା ରାଜ ବାଟି, ଭଙ୍ଗା ପଥରରେ ତିଆରି ପ୍ରସାଦ । କେତେ କାହାଣୀ ଆଉ କେତେ ଅଜଣା କଥା । କେତେ ସମୟ ସହ ଲୁଚି ଯାଇଚି…

ଅଧିକ ପଢ଼ନ୍ତୁ