ସ୍ମିତା ପଣ୍ଡା

ସ୍ମିତା ପଣ୍ଡା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia poem Hrudaya (ହୃଦୟ) by Smita Panda

ହୃଦୟ

ସ୍ୱପ୍ନ ସେ ଯାଦୁ ନଗରର ତାରା ଫୁଲ ସେ ଜହ୍ନ ରାଇଜର, ରେଶମୀ ସୁତା ହୁଏ ଉଡ଼ା ଭାବନାର ଛୋଟ ବିହଙ୍ଗଟି ସେ ପ୍ରଥମ ପ୍ରେମର ॥ କେବେ ପୁଣି ସାଜେ କୋହ ପ୍ରତାରଣାର ଭାଙ୍ଗିଯାଏ ମନ ତା’ର ସ୍ନେହ ମମତାର ଝୁରି ହୁଏ ସେ ଜୀବନ ଅତୀତର ଲିଭେଇବାକୁ ଚାହେଁ ଅଭୁଲା ସ୍ମୃତିର ଗ୍ରନ୍ଥାଗାର । ଏକାକୀ ଖୋଜି ବୁଲେ ସାହାରା ଖୁସିର ଶୂନ୍ୟତାରେ ମିଳେ ତାକୁ ମରୀଚିକା ମରୁଭୂମିର ପଥିକ ସାଜେ ସେ ଜନଶୂନ୍ୟ ପଥର ସାଥି…

ଅଧିକ ପଢ଼ନ୍ତୁ