ଶେଖ୍ ଜୁନେଦ୍ ଜାଫ୍ରି

ଶେଖ୍ ଜୁନେଦ୍ ଜାଫ୍ରି ଓଡ଼ିଆ ସମେତ ହିନ୍ଦୀ ଓ ଇଂରାଜୀ ଭାଷାରେ ବିଭିନ୍ନ କବିତା, ଗପ ଓ ତର୍କ ସମ୍ୱନ୍ଧୀୟ ଲେଖାମାନ ରଚନା କରିଥାନ୍ତି ।

Nari - Odia poem by SK Juned Jafri

ନାରୀ

ଦେଖ, ବଦଳି ଯାଇଛି ତା’ର ଚି଼ତ୍ର ଅତ୍ୟାଚାରର ନିହାଣ ମୁନରେ, ଦେବୀ ପରି ଜଳୁଥାଏ ସେ ପ୍ରତିହିଂସାର ଜ୍ଵାଳାରେ । ବଦଳି ଯାଇଛି ତା’ର ସରଳ ହୃଦୟ କାମନାର କ୍ରୁର ଅଗ୍ନିରେ, ତଥାପି ଜାଳିଛି ସେ ପରିଚୟକୁ ତା’ର ଅଦୃଶ୍ୟ ଏକ ଶୀତଳ ନିଆଁରେ । ବଦଳି ଯାଇଛି ତା’ ଜୀବନର ରେଖା ଅସହଯୋଗର ହୀନମନ୍ୟତାରେ, ତଥାପି ହଜାଏ ସେ ନିଜକୁ ସେହି ନିୟତିର ଶକ୍ତ ବନ୍ଧନରେ । ବଦଳି ଯାଏ ତା’ର କୋମଳ କଳେବର ତମ ଅହଂକାରର ଅଙ୍ଗୀକାରରେ, ହେଲେ…

ଅଧିକ ପଢ଼ନ୍ତୁ
Surgical Strike on Indian Economy (ଭାରତୀୟ ଅର୍ଥନିତୀ ଉପରେ ସର୍ଜିକାଲ ଷ୍ଟ୍ରାଇକ୍)

ଭାରତୀୟ ଅର୍ଥନିତୀ ଉପରେ ସର୍ଜିକାଲ ଷ୍ଟ୍ରାଇକ୍

କ’ଣ ବାସ୍ତବରେ ଭାରତର ୨୦୨୪ ସୁଦ୍ଧା ୫ ଟ୍ରିଲିଅନ ଡଲାର ଅର୍ଥନିତୀର ସ୍ୱପ୍ନ ସାକାର ହେବ? ପ୍ରଧାନମନ୍ତ୍ରୀଙ୍କର ଏହି ସ୍ୱପ୍ନକୁ ପୂରଣ କରିବାକୁ ହେଲେ ଭାରତକୁ ଶତକଡ଼ା ୮ରୁ ୯ ପ୍ରତିଶତ ହାରରେ ଅଭିବୃଦ୍ଧି କରିବାକୁ ହେବ । କ’ଣ ଏହା ସମ୍ଭବ? ୫ ବର୍ଷରେ ୫ ଟ୍ରିଲିଅନ ଅର୍ଥନିତୀ ଅର୍ଥନିତୀଜ୍ଞଙ୍କ ମତରେ ପ୍ରାୟତଃ ଅସମ୍ଭବ । ସଂପ୍ରତି ଭାରତରେ ଅର୍ଥନିତୀ ୨.୮ ଟ୍ରିଲିଅନ ଡଲାରରେ ପହଞ୍ଚିଛି । ୧.୮ ରୁ ୨.୮ ଟ୍ରିଲିଅନ ପହଞ୍ଚିବାକୁ ଭାରତକୁ ୧୦ ବର୍ଷ ଲାଗିଥିଲା ।…

ଅଧିକ ପଢ଼ନ୍ତୁ