ଶୁଭେନ୍ଦୁ ବିଶ୍ଵାଳ

ନିରୁତା ପ୍ରେମର ସାତୋଟି ସ୍କେଚ

ନିରୁତା ପ୍ରେମର ସାତୋଟି ସ୍କେଚ

(୧) ବୁଝେନା ସେ କିଛି, ଯେତେ ବି ପଢ଼ିଚି ମୁଁ ବି ଜାଣିଚି, ହେଲେ ଏତିକି ଚାହୁଁଚି ଖାଲି ସେ ଜାଣୁ ଯାହା ବି ଲେଖିଚି, ତାକୁ ହିଁ ଲେଖିଚି । (୨) ସେ କିଛି ଦିନ ତଳେ ଦେଖା ହେଇ ଥିଲା । ଫୁଲ ଗଛ ଟିଏ ଦେଇ କହିଲି, ରଖିଥା ମୋ ପାଖେ ୟା ଛଡ଼ା ଜୀବନ୍ତ ଆଉ କିଛି ନାହିଁ; ମୁଁ ଜାଣିଚି ତତେ ମାରିବାକୁ ଭାରି ଭଲ ଲାଗେ । (୩)…

ଅଧିକ ପଢ଼ନ୍ତୁ