ଶୁଭପଲ୍ଲବ

ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକା (Shubhapallaba Online Odia Magazine) ଏକ ଅନ୍‌ଲାଇନ୍ ଓଡ଼ିଆ ଇ-ପତ୍ରିକା । ଏହି ପତ୍ରିକାଟି ୨୦୧୮ ମସିହାର ଜାନୁଆରୀ ମାସ ୧ ତାରିଖ ନୂଆବର୍ଷଠାରୁ ପ୍ରକାଶ ପାଇ ଆସୁଛି । ଓଡ଼ିଆ ପାଠକପାଠିକାମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଗପ, କବିତା, ପ୍ରବନ୍ଧ, ରମ୍ୟ ରଚନା, ଭ୍ରମଣ କାହାଣୀ, କ୍ଷୁଦ୍ର ଗଳ୍ପ, ଗୁଲି ଗପ ଆଦିକୁ ନେଇ ପ୍ରତ୍ୟେକ ତିନି ମାସରେ ଥରେ ଏହା ପ୍ରକାଶ ପାଇ ଆସୁଛି । ଏହି ପତ୍ରିକାଟି ୨୦୨୦ ନବବର୍ଷରୁ ମାସିକିଆ ପତ୍ରିକା ଭାବରେ ପ୍ରକାଶ ପାଇବାକୁ ଯାଉଛି ।

Download Now 41st Edition of Shubhapallaba

୪୧ଶ ସଂସ୍କରଣ

୨୦୨୨ ମସିହାର ଅଗଷ୍ଟ ମାସର ସ୍ୱାଧୀନତା ଦିବସରେ ଶୁଭପଲ୍ଲବର ୪୧ଶ ସଂସ୍କରଣ ପ୍ରକାଶ ପାଇଥିଲା । ୨୮ ପୃଷ୍ଠା ବିଶିଷ୍ଟ ଏହି ପତ୍ରିକାଟିରେ ୧୧ ଗୋଟି ଆଲେଖ ଥିଲା  ।

ଅଧିକ ପଢ଼ନ୍ତୁ
Download Now 40th Edition of Shubhapallaba

୪୦ଶ ସଂସ୍କରଣ

୨୦୨୨ ମସିହାର ଜୁଲାଇ ମାସରେ ରଥଯାତ୍ରା ଅବସରରେ ଶୁଭପଲ୍ଲବର ୪୦ଶ ସଂସ୍କରଣ ପ୍ରକାଶ ପାଇଥିଲା । ୩୧ ପୃଷ୍ଠା ବିଶିଷ୍ଟ ଏହି ପତ୍ରିକାଟିରେ ୧୪ ଗୋଟି ଆଲେଖ ପ୍ରକାଶ ପାଇଥିଲା ।

ଅଧିକ ପଢ଼ନ୍ତୁ
Participate in Ratha Jatra Quiz 2022 by Shubhapallaba Odia Magazine - ରଥଯାତ୍ରା କୁଇଜ୍ ୨୦୨୨ରେ ଅଂଶଗ୍ରହଣ କରନ୍ତୁ

ରଥଯାତ୍ରା କୁଇଜ୍ ୨୦୨୨

Loading… ଶୁଭପଲ୍ଲବଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକା (Shubhapallaba Online Odia Magazine) ଏକ ଅନ୍‌ଲାଇନ୍ ଓଡ଼ିଆ ଇ-ପତ୍ରିକା । ଏହି ପତ୍ରିକାଟି ୨୦୧୮ ମସିହାର ଜାନୁଆରୀ ମାସ ୧ ତାରିଖ ନୂଆବର୍ଷଠାରୁ ପ୍ରକାଶ ପାଇ ଆସୁଛି । ଓଡ଼ିଆ ପାଠକପାଠିକାମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଗପ, କବିତା, ପ୍ରବନ୍ଧ, ରମ୍ୟ ରଚନା, ଭ୍ରମଣ କାହାଣୀ, କ୍ଷୁଦ୍ର ଗଳ୍ପ, ଗୁଲି ଗପ ଆଦିକୁ ନେଇ ପ୍ରତ୍ୟେକ ତିନି ମାସରେ ଥରେ ଏହା ପ୍ରକାଶ ପାଇ ଆସୁଛି । ଏହି ପତ୍ରିକାଟି ୨୦୨୦ ନବବର୍ଷରୁ ମାସିକିଆ…

ଅଧିକ ପଢ଼ନ୍ତୁ
Download Now 39th Edition of Shubhapallaba

୩୯ଶ ସଂସ୍କରଣ

୨୦୨୨ ମସିହାର ଜୁନ ମାସରେ ଶୁଭପଲ୍ଲବର ୩୯ଶ ସଂସ୍କରଣ ପ୍ରକାଶ ପାଇଥିଲା । ୩୩ ପୃଷ୍ଠା ବିଶିଷ୍ଟ ଏହି ପତ୍ରିକାଟିରେ ସମୁଦାୟ ୧୪ ଗୋଟି ଆଲେଖ ପ୍ରକାଶ ପାଇଥିଲା ।

ଅଧିକ ପଢ଼ନ୍ତୁ
Download Now 38th Edition of Shubhapallaba

୩୮ଶ ସଂସ୍କରଣ

୨୦୨୨ ମସିହାର ମଇ ମାସରେ ଶୁଭପଲ୍ଲବର ୩୮ଶ ସଂସ୍କରଣ ପ୍ରକାଶ ପାଇଥିଲା । ୨୯ ପୃଷ୍ଠା ବିଶିଷ୍ଟ ଏହି ପତ୍ରିକାଟିରେ ସମୁଦାୟ ୧୧ ଗୋଟି ଆଲେଖ ପ୍ରକାଶ ପାଇଥିଲା ।

ଅଧିକ ପଢ଼ନ୍ତୁ