
ଓଡ଼ିଆ ଇ-ପତ୍ରିକା ନବପଲ୍ଲବ ଉନ୍ମୋଚିତ
ନବବର୍ଷ ଅବସରରେ ଓଡ଼ିଆ ଇ-ପତ୍ରିକା ନବପଲ୍ଲବ ଉନ୍ମୋଚିତ ହୋଇଯାଇଛି । ଏହି ଇ-ପତ୍ରିକାଟି ଏବେ ନବପଲ୍ଲବ ୱେବ୍ସାଇଟ୍ରେ ଉପଲବ୍ଧ ହେଉଛି । OrissaDiary: Nabapallaba – New Odia e-magazine published – Original – Archived ଶୁଭପଲ୍ଲବଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକା (Shubhapallaba Online Odia Magazine) ଏକ ଅନ୍ଲାଇନ୍ ଓଡ଼ିଆ ଇ-ପତ୍ରିକା । ଏହି ପତ୍ରିକାଟି ୨୦୧୮ ମସିହାର ଜାନୁଆରୀ ମାସ ୧ ତାରିଖ ନୂଆବର୍ଷଠାରୁ ପ୍ରକାଶ ପାଇ ଆସୁଛି । ଓଡ଼ିଆ ପାଠକପାଠିକାମାନଙ୍କ ପାଇଁ…