ଶୁଭମ ବେହେରା

ଶୁଭମ ବେହେରା କଟକ ଜିଲ୍ଲାର ଆଠଗଡ଼ ବ୍ଲକ ଅନ୍ତର୍ଗତ ମହାଲକ୍ଷ୍ମୀ ପୁର ଗ୍ରାମରେ ପିତା ଶମ୍ଭୁନାଥ ବେହେରା ଏବଂ ମାତା ସଂଘମିତ୍ରା ବେହେରାଙ୍କ ଔରସରୁ ୨୦୦୩ ମସିହା ସେପ୍ଟେମ୍ବର ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । +୨ ପାଠପଢ଼ା ଶେଷ କରି ଆଗକୁ ପଢ଼ା ଜାରି ରଖିଥିବା ଶୁଭମ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରିଥାନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ଭିନ୍ନ ଭିନ୍ନ ପତ୍ରପତ୍ରିକାରେ ସ୍ଥାନିତ ହୋଇଛି ।

Michha Thika Tume Prema

ମିଛ ଥିଲା ତୁମ ପ୍ରେମ

ପ୍ରଥମ ଦେଖାରେ           ଚି଼ହ୍ନି ନଥିଲେ ବି ନିଜର ଲାଗିଲ ସତେ, ଧୀରେ ଧୀରେ ପୁଣି           କେମିତି କେଜାଣି ଭଲ ପାଇଗଲ ମୋତେ ॥ ଜୀବନ ବାଟରେ           ବାଟୋଇ ମୁଁ ଏକା ସାଥୀ ମୋର କେହି ନାହିଁ, ଅନ୍ଧଭଳି ପ୍ରେମ         କରୁଥିଲି ଦିନେ ସାଥୀ ମୋ ବୁଝିଲା ନାହିଁ ॥ ଦେଖା କରିବାକୁ  …

ଅଧିକ ପଢ଼ନ୍ତୁ