ସତ୍ୟବାନ ନାୟକ

ସତ୍ୟବାନ ନାୟକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରିଥାନ୍ତି । ତାଙ୍କ ରଚିତ ଅନେକ ଗପ, କବିତା ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇଛି ।

Odia Poem Mo Bou (ମୋ ବୋଉ) by Satyaban Nayak

ମୋ ବୋଉ

ବୋଉର ପଣତକାନି ତା’ର ସ୍ନେହ ଦେଲା ମୋତେ ଆଶ୍ରୟ ଆସିବାକୁ ହେଲା ଏ ଜଗତେ ମୋତେ ନେଇ ନୂଆ ପରିଚୟ । ଜନ୍ମ ଦେଇ ସେ ଋଣି କରିଦିଏ ସ୍ନେହ ଦିଏ ସାଥବରେ ସୁଝି ପାରିବିନି ଋଣ ମୁଁ ତା’ର ଏହି ମୋର ଜୀବନରେ । ଗଙ୍ଗାଜଳ ପରି ପବିତ୍ର ମମତା ଆଉ କେହି ନ ଦେବେରେ ସ୍ନେହମୟୀ ଭଳି ମୋର ବୋଉକୁ କେହି କେବେ ଭୁଲିପାରେ । ନିଜ ହୃଦୟର ଲୁହକୁ ସେ ଚାପି ଦେଉଥାଏ…

ଅଧିକ ପଢ଼ନ୍ତୁ