ସନ୍ଧ୍ୟାରଣୀ ଦାଶ

ସନ୍ଧ୍ୟାରଣୀ ଦାଶ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odai Poem Barabulatie mun (ବାରବୁଲାଟିଏ ମୁଁ) by Sandhyarani Dash

ବାରବୁଲାଟିଏ ମୁଁ

ବାରବୁଲାଟିଏ ମୁଁ… କ୍ଷଣସ୍ଥାୟୀ ମୋର ରହଣୀ ଆଜି ଏଠି ତ କାଲି ସେଠି ପୁଣି, ନା ଅଛି ଅତୀତର କ୍ଷୋଭ ନା ଅଛି ଆଗତ ଭବିଷ୍ୟତର ଚିନ୍ତା, ମୁଁ କେବଳ ବର୍ତ୍ତମାନରେ ଭାବ ବିହ୍ୱଳ । ନା ଅଛି ଆଶ୍ରୟ ନା କେହି ଆଶ୍ରୟ ଦାତା ମୁଁ ମୋ ଭାଗ୍ୟର ଭାଗ୍ୟ ବିଧାତା ବୈଶାଖର ଝାଞ୍ଜି ହେଉ, ହେଉ ଅବା ଆଷାଢ଼ର ମୂଷଳଧାରା ପୁଣି ଶୀତର ଚାଦର ତଳେ କିମ୍ଭୁତକିମାକାର ମୋ ଜୀବନ ସ୍ୱପ୍ନ ଆଉ ବାସ୍ତବତାର ଅପୂର୍ବ…

ଅଧିକ ପଢ଼ନ୍ତୁ