ଅନ୍ତଃସ୍ୱର
ମେଘ ମହ୍ଲାରର ପ୍ରତ୍ୟେକଟି ରାଗରେ ପ୍ରେମର ସ୍ଥାୟୀତ୍ୱ ଖୋଜୁଥିବା, ଜୀବନ ନାଟକର ଏକ କଳଙ୍କିତ ନାୟକ ମୁଁ । ଗୋଧୂଳି ଆକାଶର ପୂର୍ଣ୍ଣମୀ ଜହ୍ନରେ ପ୍ରେମିକାର ମୁହଁ ଖୋଜୁଥିବା ସ୍ୱପ୍ନର ସୌଦାଗର ମୁଁ । ପାଉଁଶ ତଳ ନିଆଁରେ କୁହୁଳି କୁହୁଳି ଜଳୁଥିବା ପ୍ରେମିକାର ହାତଲେଖା ଚିଠିରୁ କିଛି ଶବ୍ଦ ଖୋଜୁଥିବା ଲେଖକ ମୁଁ । ଆଉ ସମୁଦ୍ରର ଚୋରାବାଲିରୁ ଜୀବନର ମୁକ୍ତା ସାଉଁଟୁ ଥିବା ଏକ ଯାଯାବର ମୁଁ । – ସମ୍ବିତ ପଣ୍ଡା ସମ୍ବିତ…