ସମାପିକା ପତି

ସମାପିକା ପତି ଯଦିଓ ନିଜର କାର୍ଯ୍ୟ ପାଇଁ ବିଦେଶରେ, କିନ୍ତୁ ମାଟି ତାଙ୍କର ଓଡ଼ିଆ, ଭାଷା ତାଙ୍କର ଓଡ଼ିଆ । ଆଉ ଓଡ଼ିଆ ଝିଅ ଭାବରେ ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗଳ୍ପ ଓ କବିତା ଆଦି ରଚନା କରନ୍ତି ।

Odia short story Apeksha (ଅପେକ୍ଷା) by Samapika Pati

ଅପେକ୍ଷା

ଚୈତ୍ର ମାସରେ ଦିନଧରା ହେଇଥିଲା ତାଙ୍କର ବାହାଘର ପାଇଁ, ମାତ୍ର ଦଶହରା ଯାଇ ଦୀପାବଳୀ ମଧ୍ୟ ଯାଇସାରିଲାଣି । ସୁମିତ୍ରା ଆଉ କେତେବାଟ ଚାହିଁବ । ଜେଜେମା ଭୋରୁ ଉଠିକି ଚଉରା ପୂଜାପରେ କାର୍ତ୍ତିକ ମାହାତ୍ମ୍ୟ ପଢ଼ିଲାବେଳେ ସୁମିତ୍ରା ସେଇଠି ପାଖରେ ବସି ଅନ୍ୟମନସ୍କ ହେଇଯାଏ । ଶରତ ଗତବର୍ଷ ଦଶହରାକୁ ଗାଆଁକୁ ଆସିଥିଲା । ସେମାନେ ଦୁଇଜଣ ପିଲାବେଳୁ ଏକାଠି ପଢ଼ିଛନ୍ତି ଓ ବଢ଼ିଛନ୍ତି । ସ୍କୁଲ୍‌ରେ ପଢ଼ିଲାବେଳୁ ପରସ୍ପାରକୁ ଭଲପା’ନ୍ତି ଓ ଏକାଠି ଜୀବନ…

ଅଧିକ ପଢ଼ନ୍ତୁ
ashara-alokaku-apeksha

ଆଶାର ଆଲୋକକୁ ଅପେକ୍ଷା

ସୁନୀତା ଝରକାବାଟେ ବାହାରକୁ ଚାହିଁ Bergen ସ‌ହରର ଦୃଶ୍ୟ ଉପଭୋଗ କରିବାକୁ ଚେଷ୍ଟା କରୁଥିଲା । ଡେସେମ୍ବର ମାସ ପନ୍ଦର ତାରିଖ । ଆସନ୍ତ ଖ୍ରୀଷ୍ଟମାସ ପର୍ବ ଓ ଛୁଟି ପାଇଁ ସ‌ହରବାସୀ ବ‌ହୁତ ଉତ୍ସାହିତ ଓ ଖୁସି ଥିଲେ । ରଙ୍ଗୀନ ଆଲୋକମାଳାରେ ପୁରା ସ‌ହର ସଜା ହୋଇ ସାରିଥିଲା । ଛୁଟିକୁ ଆଖି ଆଗରେ ରଖି ସପିଙ୍ଗ୍ ମଲ୍‌ମାନଙ୍କରେ ଡିସ୍‌କାଉଣ୍ଟ ଅଫର ମଧ୍ୟ ଆରମ୍ଭ ହୋଇସାରିଥିଲା । ବନ୍ଧୁମିଳନ, ଲଞ୍ଚ୍ ଓ ଡିନର ପାର୍ଟୀ…

ଅଧିକ ପଢ଼ନ୍ତୁ