ରୁଦ୍ର ନାରାୟଣ ସାହୁ

ରୁଦ୍ର ନାରାୟଣ ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Pakhala (ପଖାଳ) by Rudra Narayan Sahoo

ପଖାଳ

ପଖାଳ ଦିବସ ବିଂଶ ମାର୍ଚ୍ଚ ମାସ ସବୁ ବର୍ଷ ନିର୍ଧାରିତ ଓଡ଼ିଆଙ୍କ ଘରେ ସବୁଠୁ ଶୀର୍ଷରେ ଅନ୍ୟ ପର୍ବ ପେକ୍ଷାକୃତ ॥ ପଖାଳ ଭୋଜନ ବହୁ ପୁରାତନ ଶ୍ରୀମନ୍ଦିରୁ ଆରମ୍ଭିଲା ବଡ଼ ଠାକୁରଙ୍କ ଭୋଗରୁ ଏକକ ଓଡ଼ିଆଙ୍କ ପ୍ରିୟ ହେଲା ॥ ଓଡ଼ିଶାରୁ ଜାତ ମୋ ପଖାଳ ଭାତ ଭାବ ବୁଝନ୍ତି ଓଡ଼ିଆ ଜଣା ପଖାଳକୁ ଅଣଓଡ଼ିଆଙ୍କୁ ଭୁଞ୍ଜିଲେ ଲାଗେ ଅଡ଼ୁଆ ॥ ରନ୍ଧା ଭାତେ ଜଳ ନାମରେ ପଖାଳ ଘରେ ଘରେ ପରିଚିତ ଭୁଜନ୍ତି ଖୁସିରେ…

ଅଧିକ ପଢ଼ନ୍ତୁ