ପୁଷ୍ପିତା ଭୁତିଆ

ଖାଇବାକୁ ଏବଂ ଖୁଆଇବାକୁ ଭଲ ପାଉଥିବା ମଣିଷଟିଏ ହେଉଛନ୍ତି ପୁଷ୍ପିତା ଭୁତିଆ ।

Kanika Recipe (କାନିକା ପ୍ରସ୍ତୁତି) by Puspita Bhutia

କାନିକା

ମହାପ୍ରଭୁ ଜଗନ୍ନାଥଙ୍କ ଲୀଳା ଅପାର । ସେ ପରା ବଡ଼ଖିଆ କାଳିଆ ଠାକୁର, ସେଇଥିପାଇଁ ତାଙ୍କ ପାଖରେ ୬୦ ପଉଟି ଭୋଗ ଲାଗିହୁଏ । ମହାବାହୁଙ୍କ ୫୬ ଭୋଗ ଭିତରୁ କାନିକା ହେଉଛି ଅନ୍ୟତମ । ଜଗନ୍ନାଥଙ୍କର ତିନି ଭୋଗ ମଧ୍ୟରୁ ବଡ଼ସଙ୍ଖୁଡ଼ି ଭୋଗରେ କାନିକା ଲାଗି କରାଯାଏ । ଯଦିଓ ଜଗନ୍ନାଥ ମନ୍ଦିରରେ ପ୍ରସ୍ତୁତ ହେଉଥିବା କାନିକାର ପ୍ରସ୍ତୁତି ଶୈଳୀ ଭିନ୍ନ, ତଥାପି ମୁଁ ଚେଷ୍ଟା କରିଛି କାନିକା ପ୍ରସ୍ତୁତ କରିବାକୁ । ଆବଶ୍ୟକୀୟ ସାମଗ୍ରୀ:…

ଅଧିକ ପଢ଼ନ୍ତୁ
Chhuin-Aloo Santula

କ୍ଷୀର ଦିଆ ଛୁଇଁ ଆଳୁ ସନ୍ତୁଳା

ଆମେ ଓଡ଼ିଆ, ଭାରି ବଢ଼ିଆ । ଆମେ ଆମର ଭାଷା, ସଂସ୍କୃତିକୁ ଯେମିତି ଭଲ ପାଉ, ସେମିତି ଆମେ ଆମର ଖାଦ୍ୟକୁ ମଧ୍ୟ ଭଲ ପାଉ । ଆଜି ଆମର ପାରମ୍ପାରିକ ପରିବା ସଜନା ଛୁଇଁକୁ ନେଇ ପ୍ରସ୍ତୁତ କରୁଛୁ କ୍ଷୀର ଦିଆ ଛୁଇଁ ଆଳୁ ସନ୍ତୁଳା, ଯାହାକି ଅଳ୍ପ ତେଲ ମସଲାରେ ପ୍ରସ୍ତୁତ ଏକ ସ୍ୱାଦିଷ୍ଟ ବ୍ୟଞ୍ଜନ ଏବଂ ଏହା ସ୍ୱାସ୍ଥ୍ୟ ଉପଯୋଗୀ । ଆବଶ୍ୟକୀୟ ସାମଗ୍ରୀ: ୧. ସଜନା ଛୁଇଁ – ୨୫୦ ଗ୍ରାମ୍…

ଅଧିକ ପଢ଼ନ୍ତୁ