ପ୍ରିୟଙ୍କା ପ୍ରିୟଦର୍ଶିନୀ

ପ୍ରିୟଙ୍କା ପ୍ରିୟଦର୍ଶିନୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Story Kankala (କଙ୍କାଳ) by Priyanka Priyadarsini

କଙ୍କାଳ

ଜରାଜୀର୍ଣ୍ଣ ଶରୀର, ଶୁଷ୍କ ଓଠ, ମୁଣ୍ଡରେ ତେଲ ତ ବହୁ ଦୂରର କଥା, ଦେହ ହାତ ସବୁ ପାଉଁଶିଆ; ଦେହରେ ପଡ଼ିଥାଏ ଗୋଟେ ଚିରା ସାର୍ଟ ଯାହା ଲାଜ ତକ ବି ଘୋଡ଼େଇବାର ସାମର୍ଥ୍ୟ ରଖେ ନାହିଁ । ନାଳରେ ଭାସି ଯାଉଥିବା ଆଇଁଠା ମଧ୍ୟ ଜୀବହୀନ ହାତରେ ତୋଳିଆଣି ଖାଇବା ପାଇଁ ପଛଘୁଞ୍ଚା ଦିଅନ୍ତିନି । ଏ ସବୁ ଚଳଚ୍ଚିତ୍ରରେ ଦେଖିଛି, ନିଜ ଆଖିରେ କେବେ ନାହିଁ । ଅପରିଷ୍କୃତ ଶୁଷ୍କ ଚେହେରା ଗୋଡ଼ିକ କେବଳ…

ଅଧିକ ପଢ଼ନ୍ତୁ