ଅସହାୟ
ଅସହାୟ ଥୁଣ୍ଟା ବରଗଛ କାହିଁ କେଉଁ କାଳରୁ ଛିଡ଼ା ହୋଇଛି, ଆପତ୍ତି ନାହିଁ ସାମ୍ନା କରୁଛି ଖରା, ବର୍ଷା ଆଉ ଶୀତର ପ୍ରକୋପ । ଖୁସି ଅଛି… କାହିଁକି ନା ପକ୍ଷୀ କେତୋଟି ବସା ବାନ୍ଧିଛନ୍ତି, ଅଣ୍ଡା ଦିଅନ୍ତି, ତାର ନିର୍ଜନତାର ସମୟରେ କିଚିରି ମିଚିରି ଶବ୍ଦ କରି କେତେ କଥା ଗପନ୍ତି ସବୁ କିଛି ଠିକ ଥିଲା ହଠାତ କାହୁଁ ଯନ୍ତ୍ର ଚାଳିତ କଟର୍ ଆସି ଶରୀର ତା’ର ଖିନ୍ ଭିନ୍ କଲା । ଲୋକମାନେ ଅଭିଯୋଗ କରିଥିଲେ…

