ପ୍ରତିଭା ପରିଡ଼ା

ପ୍ରତିଭା ପରିଡ଼ା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Mun Nuhen (ମୁଁ ନୁହେଁ) by Prativa Parida

ମୁଁ ନୁହେଁ

ତୁମ କଳ୍ପନାର ପଟ୍ଟଚିତ୍ରରେ ଅଙ୍କା ଯାଇଥିବା ଛବି ମୁଁ ନୁହେଁ । ତୁମ ଭାବନାରେ ମତେ ଉପହାର ଦେଇଥିବା ମାନ୍ୟତା ମୁଁ ନୁହେଁ । ତୁମ ସୁନେଲି ସପନର ନାୟିକା ମୁଁ ନୁହେଁ କି ତୁମକୁ ପ୍ରତାରଣା ଦେଇଥିବା ନିର୍ଦ୍ଦୟୀ ମୁଁ ନୁହେଁ । ତୁମ ସମାଲୋଚନାର ବିଷୟ ମୁଁ ନୁହେଁ କି ତୁମ ପ୍ରଶଂସାର ପାତ୍ରୀ ମୁଁ ନୁହେଁ । ମନକୁ ଶୀତଳ ସ୍ପର୍ଶ ଦେଉଥିବା ମୃଦୁମଳୟର ଝଲକାଏ ପବନ ମୁଁ ନୁହେଁ କି ମନକୁ…

ଅଧିକ ପଢ଼ନ୍ତୁ