ପ୍ରଶାନ୍ତ କୁମାର ନାଥ

ପ୍ରଶାନ୍ତ କୁମାର ନାଥ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

ବୁଢ଼ା ବରଗଛ

ବୁଢ଼ା ବରଗଛ

କାହିଁ କେତେ କାଳରୁ ଗାଁର ମୁଣ୍ଡରେ ଠିଆ ହୋଇଥିଲା ଏକ ବୁଢ଼ା ବରଗଛ । ବିଶାଳ ଚେର ଆଉ ଓହଳ ବିଶିଷ୍ଟ ଏହି ବରଗଛଟି କାହିଁ କେତେ ପଶୁପକ୍ଷୀଙ୍କ ବାସଗୃହ ସାଜିଥିଲା । ଗଛର କୋରଡ଼ରେ ପଶୁମାନେ ଯେମିତି ନିଜ ନିଜପାଇଁ ଏକ ସୁରକ୍ଷିତ ଘର ତିଆରି କରିଦେଇଥିଲେ । ଗଛର ପ୍ରତି ଡାଳରେ ପକ୍ଷୀମାନେ ବସା ବାନ୍ଧି ରହିଥିଲେ । ସକାଳ ଆଉ ସଞ୍ଜରେ ପକ୍ଷୀମାନଙ୍କ ସୁମଧୁର ସ୍ୱରରେ କମ୍ପି ଉଠୁଥିଲା ଆଖପାଖର ଅଞ୍ଚଳ ।…

ଅଧିକ ପଢ଼ନ୍ତୁ
କାନ୍ଦୁଛି ନିରୀହ ନାରୀ

କାନ୍ଦୁଛି ନିରୀହ ନାରୀ

କାହିଁକି ଖେଳୁଛ ନାରୀଙ୍କ ଦେହରେ କି ଲାଭ ତୁମେ ବା ପାଉଛ, ମାଂସ ଲୋଭୀ ତୁମେ ରାକ୍ଷସ ସାଜିଣ ଅନ୍ୟର ଜୀବନ ନେଉଛ । କାମନାରେ ତୁମେ ବଶବର୍ତ୍ତୀ ହୋଇ କାହିଁକି ଇଜ୍ଜତ ଲୁଟୁଛ, ଆଉ କାହା ଦେହେ କଳଙ୍କ ଲଗେଇ କି ସୁଖ ତୁମେ ବା ପାଉଛ । ନାରୀ ଅଟେ ମାଆ ସିଏ ବି ଭଗିନୀ ଏକଥା କି ଭୁଲି ଯାଉଛ, ସହଧର୍ମିଣୀ ଯେ ଅଟେ ସେହି ନାରୀ ଜୀବନ ଯା ସାଥେ କାଟୁଛ…

ଅଧିକ ପଢ଼ନ୍ତୁ