ପ୍ରମିଉମିତା ଜାନା

ପ୍ରମିଉମିତା ଜାନା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Prathama Prema

ପ୍ରଥମ ପ୍ରେମ

ତୁମ ପ୍ରେମର ଝରଣା ଥିଲା ମୋ ପାଇଁ ଅପହଞ୍ଚ ଜହ୍ନ ପରି କିନ୍ତୁ ତା’ର ଅନୁଭବ ଏ ହୃଦୟରେ ଫୁଟିଛି ଆଜି । କେତେ ରାତି ସପନେ ଦେଖିଛି ଚିହ୍ନା ଅଚିହ୍ନା ମୁହଁ ତୁମ ମୁଖ ଦର୍ଶନ କେବେ ପାଇ ନଥିଲି ଜାଣିନଥିଲି ପ୍ରେମର ସାଗରେ ମୁଁ ବି ବୁଡ଼ିଯିବି ତୁମର ସ୍ପର୍ଶ ପାଇଁ ଦିନେ ବ୍ୟାକୁଳ ହୋଇଉଠିବି । ହଁ ହୃଦୟର ସ୍ପନ୍ଦନ ମୋ ସ୍ପନ୍ଦିତ ହେଉଛି କେବଳ ତୁମରି ପାଇଁ ନୟନ ଖୋଜି ଚାଲିଛି…

ଅଧିକ ପଢ଼ନ୍ତୁ