ଦଣ୍ଡ
ଶୀତ ରାତିର ଘାସ ଉପରେ ପହଡ଼ିଥିବା ଶିଶିର ବିନ୍ଦୁ ସମକ୍ଷ କିଛି କ୍ଷଣ ମଧ୍ୟରେ ନିଜର ସତ୍ତା ହରେଇବାର ଭୟ ଲିପୁନକୁ ଆହୁରି ବିଚଳିତ କରି ପକାଉଥାଏ । କେତେବେଳେ ହସ୍ପିଟାଲ ବେଡ୍ ତ କେତେବେଳେ ଝରକା ଆଡ଼େ ନିରନ୍ତର ଭାବେ ଚାହିଁ ଆଖିରୁ ଲୋତକ ଧାର ବୁହେଇ ଚାଲିଥାଏ । କେତେ କ’ଣ ସେ ଭାବି ନଥିଲା ମାନସୀକୁ ନେଇ ସଂସାର ଗଢ଼ିବାକୁ ହେଲେ ଦଇବ ବଇରୀ ସାଜି ଛଡ଼େଇ ନେଇଗଲା ତା’ ଓଠର ହସ…