ପିଙ୍କୁଆ ବେହେରା

ପିଙ୍କୁଆ ବେହେରା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Bira Sahidnka Udyeshyare

ବୀର ସହିଦଙ୍କ ଉଦ୍ଦେଶ୍ୟରେ

ରକତ ଛିଟାରେ ଧୋଇଦେଇ ମାଟି କରି ମାଆ କୋଳ ଶୂନ୍ୟ । ଶ୍ୟନ୍ୟ ସରଗରେ ରହିଗଲ ତୁମେ କରି କୋଟି ଜନ୍ମ ପାଇଁ ପୁଣ୍ୟ ॥ ପୋଛି ପୋଛି ଲୁହ ପଣତ କାନିରେ ସରୁ ନାହିଁ ଆଖି ଲୁହ । କାନ୍ଦୁଛି ବାହୁନି, ମୋ ଜନନୀ ଆଜି ଚାଲିଗଲେ ସୁନା ପୁଅ ॥ ପିତା ଖୋଜେ ପୁତ୍ର, ମାତା ଖୋଜେ ଧନ ଭଉଣୀ ତା ସ୍ନେହି ଭାଇକୁ । ପତ୍ନୀ ଝୁରି ଦେବ, ତା ପ୍ରିୟତମକୁ ଦେଶ,…

ଅଧିକ ପଢ଼ନ୍ତୁ