ପରମିତା ମିଶ୍ର

ପରମିତା ମିଶ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Story Eka Lekhaka ra Mrutyu Pare (ଏକ ଲେଖକର ମୄତ୍ୟୁ ପରେ) by Paramita Mishra

ଏକ ଲେଖକର ମୄତ୍ୟୁ ପରେ !!

କରତାଳିର ସୁଅରେ ଫାଟି ପଡ଼ୁଥିଲା ସଭା । ସାମ୍ୱାଦିକ ତଥା ଅନ୍ୟାନ୍ୟ ଗଣମାଧ୍ୟମର ଲୋକମାନେ ଫୋଟ ନେବାରେ ବ୍ୟସ୍ତ । ସଭାରେ ଉପସ୍ଥିତ ସମସ୍ତ ସଦସ୍ୟ ତଥା ଅତିଥିଗଣଙ୍କର ପ୍ରଶଂସାରେ ପାଟି ଥକୁ ନଥିଲା । ବହିଟି ଏ ବର୍ଷର ‘ବେଷ୍ଟ ବୁକ୍ ଅଫ୍ ଦ ଇଅର’ ପୁରସ୍କାର ପାଇଛି । ଆଉ ଏସବୁ ଭିତରେ ପୁଣ୍ୟତୋୟାଙ୍କ ଆଖିରୁ ଝରି ଯାଉଥିଲା ଆନନ୍ଦାଶ୍ରୁ । ଯେମିତି ଯେମିତି ସଭା କାର୍ଯ୍ୟ ଆଗକୁ ବଢ଼ିଲା ସ୍ୱର୍ଗତ ଅର୍ଦ୍ଧେନ୍ଦୁ ଓ…

ଅଧିକ ପଢ଼ନ୍ତୁ
Bilei - ବିଲେଇ

ବିଲେଇ

ପିଲାଦିନୁ ତା’ର ଆମିଷରେ ଦୁର୍ବଳତା ବୋଲି ଆମ ଘରେ ସମସ୍ତେ ତାକୁ ବିଲେଇ ବୋଲି ଡାକୁ । ଭଲମନ୍ଦ ତରକାରୀ ଟିକେ ହେଲେ ସେ ଥରକୁ ବାଦ ଆଉ ଥରେ ବୋଉ ସହ ତା’ପରେ ବାବା ସହ ବସିପଡ଼େ । ସିଂଗଡ଼ା, ଘୁଗୁନି, ଚାଟ, ଗୁପଚୁପ ସବୁ ଚଟ୍ କରିଦିଏ ସେ । ଏମିତିରେ ପିଲାବେଳେ ଗୁଦୁଲୁଗୁମାଟାଏ ହୋଇଥାଏ । ପୁରିଲା ପୁରିଲା ଦେହ । ବେକ ମୁହଁ ଲାଗି ଫୁଲକା ଫୁଲକା ଗାଲ ଭାରି ଗୁଲୁଗୁଲିଆ…

ଅଧିକ ପଢ଼ନ୍ତୁ
Osha Mausa

ଓଷ ମଉସା

ମଦନା ଗାଆଁର ସବୁଠୁ ହୁସିଆର ପିଲା ଥିଲା । ମଦନ ପରି ପିଲା କୋଟିଏରେ ଗୋଟିଏ ॥ ରାତିଦିନ ପାଠପଢ଼ି ପରିଶ୍ରମ କରି ମଦନା ବନିଲା ଡାକ୍ତର ମଦନ ମୋହନ ପାଟ୍ଟଶାଣୀ । ବାପାର ତ ଯେମିତି ପାଦ ମାଟିରେ ଲାଗୁନଥିଲା । ଗର୍ବରେ ଛାତି ଫୁଲେଇ ମୋ ପୁଅ ଡାକ୍ତର ବୋଲି ସମସ୍ତଙ୍କ ଆଗେ କୁହନ୍ତି । ସବୁ ବାପାଙ୍କ ପରି ମଦନ ବାପା ବି ପୁଅ ପାଇଁ ସ୍ଵପ୍ନ ଦେଖିଥିଲେ । ଖୁସି ନ…

ଅଧିକ ପଢ଼ନ୍ତୁ
Notha - One Love Story

“ନୋଥ” ଏକ ପ୍ରେମର ଶ୍ରୋତ

ରାତି ପ୍ରାୟ ଗୋଟାଏ ବାଜିଲାଣି । ମାମା ସେଯାଏଁ ଶୋଇନଥିଲେ । ଫୋନର ଘଣ୍ଟି ଖୁବ୍ ଜୋରରେ ବାଜିବା ଶୁଣି ମାମାଙ୍କ ହାତରୁ ପିଉଥିବା ପାଣି ଗିଲାସଟି ଖସି ପଡ଼ିଲା । ବାପା ଦୌଡ଼ି ଆସିଲେ । ମାମା କୌଣସି ଅମଙ୍ଗଳର ଆଶଙ୍କା କରୁଥିଲେ । ମନା କରିବା ସତ୍ତ୍ୱେ ବାପା ଫୋନ ଉଠେଇ ନେଲେ । ପଛପଟୁ ମାମା ପାଗଳି ପରି କହି ଚାଲିଥିଲା ଆଜି ଠିକ୍ ସେଇ ଦିନ, ସେହି ତିଥି ଆଉ ସମୟ…

ଅଧିକ ପଢ଼ନ୍ତୁ
ଝିଅର ମାଆ

ଝିଅର ମାଆ

ରିଚା ତ କହିକି ଫୋନ କାଟି ଦେଲା ଯେ ତାକୁ ବହୁତ କାମ ଅଛି, ମାସକଯାକ ପାଇଁ ଚାଉଳ କାଢ଼ିବାର ଅଛି । ବହୁତ କାମ ପଡ଼ିଛି ପରେ କଥା ହେବି କିନ୍ତୁ ମା ସୁଜାତାକୁ ଭାରି ବ୍ୟସ୍ତ ହୋଇପଡ଼ିଲେ । ନୂଆ ବାହାହୋଇଛି ଝିଅ ରିଚା । ବଡ଼ ଅଲିଅଳିର ଝିଅ ତାଙ୍କର । ଅଭାବ ହେଲେ ବି କୁଟାଟିଏ ବି ଗଡ଼ି କରିବାକୁ ଦେଇ ନଥିଲେ ଝିଅକୁ । ବାପା ଥିଲାବେଳେ ରିଚାକୁ ଗୋଡ଼ରେ…

ଅଧିକ ପଢ଼ନ୍ତୁ