ରାଣୀହାର
ତା’ ସୃଷ୍ଟିକୁ ନେଇ ସେ ସନ୍ତୁଷ୍ଟ କରିନାହିଁ କେବେହେଲେ ଆପତ୍ତି ଅଭିଯୋଗ କହିନାହିଁ କେବେହେଲେ ବେସନ, ହଳଦୀ, ଚନ୍ଦନ ମାଖି ଯା’ ଯାବତୀୟ ପ୍ରସାଧନ ! ସାଇକେଲ ଦେବା କାଳରୁ କୋଳକୁ ଭିଡ଼ିଆଣି ବହେ ଗେହ୍ଲା କରି କହିଥିଲା, “ଗଢ଼େଇଦେବି ରାଣୀହାର” ତଳେ ପଡ଼ିଗଲେ ଗୋଟେଇନେଇ ଧୂଳି ମାଟି ଝାଡ଼ିଦେଇ କରୁଥିଲା ପାଦ ଖସିଲା ଆକଟ, ଝିଅ ଘିଅ ! ନିନ୍ଦା ଅପବାଦର ଭୟ ଯଦିଓ ତାକୁ ବି ଥିଲା ତଥାପି ଶିଖାଇଲା ଚାଲି ନିଜ ଗୋଡ଼ରେ…