ଓମ୍ ମିଶ୍ର

ଓମ୍ ମିଶ୍ର ଓଡ଼ିଶାର କେନ୍ଦ୍ରପଡ଼ା ଜିଲ୍ଲାର ରାଜକନିକା ଉପଖଣ୍ଡର ସିକୋଠାରେ ଜନ୍ମଗ୍ରହଣ କରିଥିଲେ । ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରିଥାନ୍ତି ।

Apekshaa

ଅପେକ୍ଷା

ଗଛ ଲତା ବିହୀନ ଜୀବନର ପନ୍ତାର ଭୂମିରେ ଅପେକ୍ଷା ଆଜି ପ୍ରଶ୍ନବାଚୀ କଣ୍ଟା ହୋଇ ମୋ ଶରୀରକୁ ଲହୁରେ ଭିଜାଉଛି ପୁଣି ଆଖିକୁ ଅଶ୍ରୁରେ ଦେଉଛି ସାଜି । ଆଖିର ଆଭୂଷଣ ହୋଇଛି ଲୁହ ହୃଦୟ ମୋ ଧର୍ଯ୍ୟ ହରା ଅପେକ୍ଷା ଖେଳୁଛି ଲୁଚକାଳି ପୁଣି କରି ମୋତେ ବେସାହାରା । ଅପେକ୍ଷା ନେଉଛି ଧୈର୍ଯ୍ୟର ପରୀକ୍ଷା ଜାଣିନି କି ହେବି ଉତ୍ତୀର୍ଣ୍ଣ ପରୀକ୍ଷା ଖାତାକୁ ଲୁହରେ ଭିଜାଇ ଅବସ୍ଥା ମୋ ଜୀର୍ଣ୍ଣସୀର୍ଣ୍ଣ । ପ୍ରତି ପାଦେ…

ଅଧିକ ପଢ଼ନ୍ତୁ