ନିତେଶ ବେହେରା

ନିତେଶ ବେହେରା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Mo Bapa (ମୋ ବାପା) by Nitesh Behera

ମୋ ବାପା

ଆଜି ବି ଜିଇଁଛି ତୁମ ପରିଚୟେ ତୁମେ ମୋର ଆତ୍ମବଳ । କିଏ ହେବ କୁହ ତୁମ ସରି ସତେ ସ୍ୱାର୍ଥ ଆଗେ ଏ କଳିକାଳ ॥ ଚାଲୁଛି ଆଜିବି ତୁମ ଆଦର୍ଶରେ ଦେଇ ନାହିଁ ପଛଘୁଞ୍ଚା । ତୁମ ହାତ ଥିଲେ ମୋ ମଥାରେ ସଦା ଲୋଡ଼ା ନାହିଁ ଦିଅଁ ପୂଜା ॥ ଜନ୍ମରୁ ଅଧୁନା ଦେଇଅଛ ତୁମେ ଅଦେଖା ସ୍ନେହ ମମତା । ଆଜି ବି ନ କହି ସାଉଁଟି ଦେଉଛ କହେ ତୁମ…

ଅଧିକ ପଢ଼ନ୍ତୁ
Odia Poem Priyatama (ପ୍ରିୟତମା) by Nitesh Behera

ପ୍ରିୟତମା

ସପନେ ଆସି ଦେ ତୁ ହସି ତୋ’ର ସେ ମିଛ ହସ, ସତରେ ପଛେ ନ ହେଲା ନାହିଁ ହୋଇଯିବ ମୋ ବିଶ୍ୱାସ । ଥିଲା ମୋ ପ୍ରେମ ବାସ୍ତବରେ ତୋ ପାଇଁ ଯାହା ଭ୍ରମ, ମିଛ ମିଛରେ ଖେଳିଲୁ ଖେଳ ଡାକି ତୁ ପ୍ରିୟତମ । ନ ଥିଲା କିଛି ଉପାୟ ମୋର ଥିଲି ମୁଁ ନିରୁପାୟ, ବାଟ ଅଧରେ ହାତ ମୋ’ ଛାଡ଼ି କରିଲୁ ଅସହାୟ । କାହାଣୀରେ ତୁ ଥିଲୁ ଲୋ ରାଣୀ…

ଅଧିକ ପଢ଼ନ୍ତୁ