ନିର୍ମଳ ଦଳାଇ

ମୋ ଗାଁ ପୋଖରୀ

ମୋ ଗାଁ ପୋଖରୀ

ମୋ ଗାଁ ପୋଖରୀ ଗଙ୍ଗା ଠାରୁ ପବିତ୍ରତମା , ବିନ୍ଦୁଏରେ ଭରା ସିନ୍ଧୁଏ ମମତା ତା’ ସମ ନାହିଁ କିଛି ଉପମା । ସ୍ଥିତ ପ୍ରଜ୍ଞ କଠୋର ତପସ୍ୟାରତ ବାଣ୍ଟୁଥାଏ ଅମୃତ ଧାରା , ଆବାହମାନ କାଳରୁ ଆକୁଣ୍ଠ ଦାନ ହେଉ ଶୀତ, ବର୍ଷା ଅବା ଖରା । ତା’ ତୁଠ ସ୍ଵର୍ଗଠୁ ଶ୍ରେଷ୍ଠ ଏନ୍ତୁଡ଼ିଶାଳରୁ ଅନ୍ତିମ ଯାତ୍ରାରେ ଲୋଡ଼ା, ଧନୀ ଗରିବର ମିଳନ ସ୍ଥଳ ସେ ଦଶଦିଗ ସହ ସର୍ବଦା ଯୋଡ଼ା । ଅସ୍ତିମ ସୂର୍ଯ୍ୟ…

ଅଧିକ ପଢ଼ନ୍ତୁ