ଗଲେ ସେ ଚାଲି
ସରନ୍ତା ନି କି ଏ ରେଳ ଧାରଣା ଅଟକି ଯାଆନ୍ତା କି ଏ ସମୟ ପୂରଣ ହେଇଯାଆନ୍ତା ଭାବନା ପାଖେ ରହି ଯା’ନ୍ତେ ମୋ ଆପଣା ।୧। ହୁଏ କାଇଁ ଅଧୈର୍ଯ୍ୟ ମନ ମୋର ଲାଗୁଛି ବୋଧେ ତାକୁ ବହୁତ ଡର ଦୁଃଖ କି ତା’ଠୁ ଦୂରେଇ ଯିବାର ଭୀଷଣ କଷ୍ଟ କି ବିଚ୍ଛେଦ ହେବାର ।୨। ପ୍ରଥମ ଦେଖରେ କଳ୍ପନା ଯାହା ଥିଲା କେଜାଣି କେବେ ତାହା ବଦଳିଗଲା ଅବିଚ୍ଛେଦ୍ୟ ଅଂଶ ସେ ମୋ ଜୀବନର…