ନାରାୟଣ ପାଇକରାୟ

ନାରାୟଣ ପାଇକରାୟ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Pilatie Gachhatie (ପିଲାଟିଏ ଗଛଟିଏ) by Narayan Paikray

ପିଲାଟିଏ ଗଛଟିଏ

ସେ ଗଛଟିଏ ଆମ ଜୀବନଟିଏ ସେ ଗଛଟିଏ ଆମ ବନ୍ଧୁ ସିଏ ।୧। ସେ ଗଛଟିଏ ଆମ ନିଶ୍ୱାସଟିଏ ସେ ଗଛଟିଏ ଆମ ବିଶ୍ୱାସ ସିଏ ।୨। ସେ ଗଛଟିଏ ଆମ ଉପକାରୀଟିଏ ସେ ଗଛଟିଏ ଆମ ଉପହାର ସିଏ ।୩। ସେ ଗଛଟିଏ ଆମ ପ୍ରୀତିର ଫଗୁଣଟିଏ ସେ ଗଛଟିଏ ଆମ ହୃଦୟର ସ୍ପନ୍ଦନ ସିଏ ।୪। ସେ ଗଛଟିଏ ଆମ ଭରସାଟିଏ ସେ ଗଛଟିଏ ଆମ ଆଶାର କିରଣ ସିଏ ।୫। ସେ ଗଛଟିଏ…

ଅଧିକ ପଢ଼ନ୍ତୁ
Odia Poem Gaunli Jhia (ଗାଉଁଲିଝିଅ) by Narayn Paikaray

ଗାଉଁଲିଝିଅ

ଖେଳୁଥିଲି ଦିନେ ଗାଁ ଚାହାଳିରେ ହେଉଥିଲି ସାଙ୍ଗ ମେଳ ବଡ଼ହୋଇ ମୁଁ ପଢ଼ିଲି ପାଠ ଜାଣିଲି ଆମଝିଅଙ୍କ ଖେଳ । ବୁଡ଼ୁଅଛୁ ଆମେ ଗଭୀର ସାଗରେ ଉଡ଼ାଉଛୁ ରକେଟ ମହାକାଶେ ପୁଣି ଚଢ଼ୁଅଛୁ ଉଚ୍ଚ ପରବତ ଚଲାଉଛୁ କେତେ ଯନ୍ତ୍ରାଂଶେ । ଖେଳ ନାଚ ଗୀତ ବିଜ୍ଞାନରେ ହୋଇଛି ଆମର ଜୟ ତା’ସଙ୍ଗେ ପାଠ ଆଉ ଅଭିନୟରେ ପୁଅଙ୍କୁ କରାଉଛୁ ଭୟ । ଆମେ ହେବା ବାପାମାଆଙ୍କର ଜଣେ ଜଣେ ସୁନାଝିଅ ଆମେ ବଢ଼ିବା ଆମେ ପଢ଼ିବା…

ଅଧିକ ପଢ଼ନ୍ତୁ