ଡ. ମୋନାଲିସା ମିଶ୍ର

ଡ. ମୋନାଲିସା ମିଶ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Manabasa Gurubara (ମାଣବସା ଗୁରୁବାର) Odia short story by Dr. Monalisa Mishra

ମାଣବସା ଗୁରୁବାର

ରିତୁ ଆଜି ଶୀଘ୍ର ଅଫିସ୍‌ରୁ ଫେରୁଥିଲା । ମନେ ମନେ ଭାବୁଥିଲା କାଲି ମାର୍ଗଶିର ମାସ ଗୁରୁବାର । କେତେ କାମ ଅଛି ତା’ର । ମାଣ ବସେଇବ ଲକ୍ଷ୍ମୀପୂଜା ଧୁମଧାମ୍‌ରେ କରିବ । ନିଜକୁ ଖାଣ୍ଟି ଓଡ଼ିଆଣୀ ଭାବରେ ସଜେଇ ଇନ୍‌ଷ୍ଟାଗ୍ରାମ୍‌ରେ ରିଲ୍ ଭିଡ଼ିଓ କରି ବାହାବା ନେବ । ପଡ଼ୋଶୀ ଲିନା ଭଳି ପ୍ରତିଦ୍ୱନ୍ଦିକୁ ସାମ୍ନା କରିବାକୁ ଏହାହିଁ ତ ଠିକ୍ ମାଧ୍ୟମ ଯିଏ କି ନିଜର ରିଲ୍ ଆଉ ସର୍ଟସ୍ ଭିଡ଼ିଓ ପାଇଁ…

ଅଧିକ ପଢ଼ନ୍ତୁ