ମୋନାଲିସା ଧଳ

ମୋନାଲିସା ଧଳ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ/କବିତା ଆଦି ରଚନା କରିଥାନ୍ତି । ତାଙ୍କ ରଚନାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକା ଆଦିରେ ସ୍ଥାନ ପାଇଛି ।

Marichika - ମରିଚୀକା

ମରିଚୀକା

କରିବ କି ତୁମ ନୀଳକଇଁ ତୁମ କିରଣରେ ଶୀତଳତା ଭରିଦେବ ତହିଁ । ଏଇ ଉଷ୍ମତା ଯିବ ଦୂରେଇ ତୁମେ ଥିବ ପାଖେ ନ ଥିବ ଆଉ କେହି । କେତେ ସହିବି ଆଉ ସେ ବ୍ୟଥା କାହାକୁ କହିବି ସେ ମନର କଥା ଥକିଗଲିଣି ମୁଁ ଏତେ ଅପେକ୍ଷା କରି ନିଅ ଥରେ ଆପଣେଇ କର ନାହଁ ଆଉ ଡେରି । – ମୋନାଲିସା ଧଳ ମୋନାଲିସା ଧଳମୋନାଲିସା ଧଳ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର…

ଅଧିକ ପଢ଼ନ୍ତୁ
Tu Au Mun

ତୁ ଆଉ ମୁଁ

ତୋ’ ସହିତ ସେହି ଦେଖା ଅଳ୍ପ ସମୟ ପାଇଁ କିଛି କଥା । ମନରେ ଯାଇଛି ରହି ଯେତେ ଚାହିଁଲେ ବି ମୁଁ ଭୁଲି ପାରୁନାହଁ । ମନରେ ମୋର ଏତେ ଦ୍ୱନ୍ଦ କାହିଁ? ଯେତେବେଳେ ତୁ ଆଉ କାହାର ଯାଇଛୁ ହେଇ ! ତୁ ରହିବା ନ ରହିବାରେ ମୋତେ କିଛି ଲାଗେ ନାହିଁ କିନ୍ତୁ ଆମ ଭିତରେ ଥିବା ଏଇ ଦୂରତାରେ ମୁଁ ଅଣନିଃଶ୍ୱାସୀ ଯାଏ ହୋଇ । – ମୋନାଲିସା ଧଳ ମୋନାଲିସା…

ଅଧିକ ପଢ଼ନ୍ତୁ