ମନୋଜ କୁମାର ବେହେରା

ମନୋଜ କୁମାର ବେହେରା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Dana

ଦାନ

କୌଣସି ଜରୁରୀ କାମରେ ଦାସ ବାବଙ୍କୁ ସହରରୁ ଦଶ କିଲୋମିଟର ଦୂରକୁ ଯିବାକୁ ପଡ଼ିଲା । ସେ ଅଟୋରିକ୍ସାବାଲାକୁ ପଚାରିଲେ କେତେ ଭଡ଼ା ନେବୁ କହିଲୁ । ଅଟୋବାଲା କହିଲା, “ସାର୍… ଦୁଇ ଶହ ଟଙ୍କା ଭଡ଼ା ପଡ଼ିବ ।” ଦାସ ବାବୁ ଏହା ଶୁଣି ପୂରା ରାଗିଗଲେ, କହିଲେ, “ତୁମେମାନେ ଆଉ କେତେ ଲୁଟିବ ଆମଠୁ କହିଲ । ଗୋଟିଏ ଲୋକର ଅସହାୟତାର ସୁଯୋଗ ନେବ । ମୁଁ ଶହେ ଟଙ୍କା ଦେବି !” “ନା…

ଅଧିକ ପଢ଼ନ୍ତୁ