କଳାପଟା
ମୋ ନାଁ କଳାପଟା । ସ୍କୁଲ ଘରେ ମୋ ଜାଗା ସବୁବେଳେ ପୂର୍ବ ନିର୍ଧାରିତ ସାମ୍ନା କାନ୍ଥରେ । ଚୌକି, ଟେବୁଲ ଏମିତିକି ଦୁଆର, କବାଟ ଆଉ ଝରକା ଲାଗିବା ଆଗରୁ ମୋ ଜାଗା ସ୍ଥିର ହେଇଯାଏ । ଏମିତି ଜାଗାରେ ମତେ ରଖାଯାଏ ଯୋଉଠୁ ମୁଁ ସମସ୍ତଙ୍କୁ ଦେଖିପାରିବି ଆଉ ମତେ ସମସ୍ତେ ଦେଖିପାରିବେ । ସାର୍, ଦିଦିମାନେ କୁହନ୍ତି ସବୁ ପିଲାଏ ମତେ ଦେଖିବାକୁ ବାଧ୍ୟ; ଯିଏ ମତେ ନଦେଖି ଇଆଡ଼େ ସିଆଡ଼େ ଚାହେଁ…